ETV Bharat / state

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ପୂର୍ବତନ କାଉନସିଲରଙ୍କ ଜଳିଗଲା ଘର

ଭଦ୍ରକ ମୁନିସିପାଲଟି ଅଧିନସ୍ଥ 2 ନମ୍ବର ଓ୍ବାର୍ଡ ଚରମ୍ପା ବରାଳ ପୋଖରୀ ଗାଁରେ ଅଗ୍ନିକାଣ୍ଡ । ଏଥିରେ ପୂର୍ବତନ କାଉନସିଲର ବିଜୟ ପ୍ରଧାନଙ୍କ 6 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହେବା ସହ ଘରର ଆସବାବପତ୍ର, ଘରକରଣା ଜିନିଷ, ଟଙ୍କା, ଧାନଚାଉଳ, ଲୁଗାପଟା, ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି।

author img

By

Published : Nov 23, 2019, 2:40 PM IST

Updated : Nov 25, 2019, 8:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାର ଚରମ୍ପା ବରାଳ ପୋଖରୀ ଗାଁରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ 6 ବଖରା ଘର ଜଳି ଯାଇଛି । ଭଦ୍ରକ ମୁନିସିପାଲଟି ଅଧିନସ୍ଥ 2 ନମ୍ବର ଓ୍ବାର୍ଡ ଚରମ୍ପା ବରାଳ ପୋଖରୀ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ପୂର୍ବତନ କାଉନସିଲର ବିଜୟ ପ୍ରଧାନଙ୍କ 6 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହେବା ସହ ଘରର ଆସବାବପତ୍ର, ଘରକରଣା ଜିନିଷ, ଟଙ୍କା, ଧାନଚାଉଳ, ଲୁଗାପଟା, ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି । ଅଗ୍ନିକାଣ୍ଡ ପରେ ଗ୍ରାମବାସୀ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 23.11.2019

ANCHOR : ଚରମ୍ପା ବରାଳ ପୋଖରୀ ରେ ଅଗ୍ନିକାଣ୍ଡ। ଜଳିଗଲା 6 ବଖରା ଘର। ସୂଚନା ଅନୁଯାୟୀ ଭଦ୍ରକ ମୁନିସିପାଲଟି ଅନ୍ତର୍ଗତ 2 ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଚରମ୍ପା ବରାଳ ପୋଖରୀ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ରେ ପୂର୍ବତନ କାଉନସିଲର ବିଜୟ ପ୍ରଧାନ ଙ୍କର 6 ବଖରା ଘର ସମ୍ପୁର୍ଣ୍ଣ ଭସ୍ମୀଭୂତ ହେବା ସହ ଘରର ଆସବାବପତ୍ର, ଘର କରଣା ଜିନିଷ, ଟଙ୍କା, ଧାନ ଚାଉଳ ଲୁଗାପଟା, ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। Body:ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମବାସୀ ଓ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବିଜୟ ପ୍ରଧାନ ଙ୍କର ପରିବାର ସର୍ବସ୍ବାନ୍ତ ହୋଇସାରିଥିଲା। ତେବେ ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନାହିଁ।Conclusion:
Last Updated : Nov 25, 2019, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.