ETV Bharat / state

ଧାନବିକ୍ରିରେ ପାତରଅନ୍ତର ଅଭିଯୋଗ, ସୋସାଇଟି ଗେଟରେ ତାଲା ପକାଇଲେ ଚାଷୀ

author img

By

Published : Jan 15, 2020, 7:05 PM IST

ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଥିବା ଅଭିଯୋଗରେ ବୁଧବାର  ବାସୁଦେବପୁର ବ୍ଲକ ଇରମ ସୋସାଇଟି ଗେଟରେ ତାଲା ପକାଇ ଚାଷୀମାନେ ଧାରଣା ଦେଇଛନ୍ତି ।

farmer strike
ଚାଷୀଙ୍କ ଧାରଣା

ଭଦ୍ରକ: ସୋସାଇଟି ଗେଟ୍ ଆଗରେ ଚାଷୀଙ୍କ ଧାରଣା। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଥିବା ଅଭିଯୋଗରେ ବୁଧବାର ବାସୁଦେବପୁର ବ୍ଲକ ଇରମ ସୋସାଇଟି ଗେଟରେ ତାଲା ପକାଇ ଚାଷୀମାନେ ଧାରଣା ଦେଇଛନ୍ତି ।

ଚାଷୀଙ୍କ ଧାରଣା

ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ହୋଇଥିବା ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଛି । ଯାହାଫଳରେ ଯୋଗ୍ୟ ଚାଷୀମାନେ ଅନଲାଇନ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ଯାହାର ପ୍ରତିବାଦ କରି ଚାଷୀମାନେ ଧାରଣା ଦେବା ସହ ଏନେଇ ବିଭାଗୀୟ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:SLUG : FARMER PROTEST
FORMAT : AVO
REPORT : DEBASIS MOHAPATRA / BHADRAK
DATE : 14.01.2020

ANCHOR : ସୋସାଇଟି ଆଗରେ ଚାଷୀଙ୍କ ଧାରଣା। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୋଗ୍ୟ ଚାଷୀ ମାନେ ଅନଲାଇନ ପଞ୍ଜିକରଣ ରୁ ବଞ୍ଚିତ ହୋଇଛନ୍ତି ବୋଲି ସୂଚନା ମିଳିଛି। Body:ଏହାର ପ୍ରତିବାଦ କରି ବଞ୍ଚିତ ହୋଇଥିବା ଚାଷୀ ମାନେ ବାସୁଦେବପୁର ବ୍ଲକ ଇରମ ସୋସାଇଟି ଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ଏନେଇ ବିଭାଗୀୟ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ ନକଲେ, ଆଗାମୀ ଦିନରେ ରାଜରାସ୍ତା କୁ ଚାଷୀ ମାନେ ଓହ୍ଲେଇବେ ବୋଲି ଚେତାବନି ଦେଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.