ETV Bharat / state

ଅମ୍ଫାନ ପ୍ରଭାବ: ଭଦ୍ରକରେ ବଢୁଛି ପବନ, ଗଛପଡି ରାସ୍ତା ଅବରୋଧ - ଭଦ୍ରକରେ ବାତ୍ୟା ପ୍ରଭାବ

ବାତ୍ୟା ଯୋଗୁଁ ଭଦ୍ରକରେ ବଢୁଛି ପବନ । NDRF, ODRAF ଓ ଅଗ୍ନିଶମ ବାହିନୀ ଦ୍ବାରା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 22ଟି ପଞ୍ଚାୟତରୁ ବର୍ତ୍ତମାନସୁଦ୍ଧା 30,000ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲରେ ଥଇଥାନ କରାଯାଇଛି। ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବରେ ବଢୁଛି ପବନ, ଭଦ୍ରକରେ ଭାଙ୍ଗିଲା ଗଛ

author img

By

Published : May 20, 2020, 10:47 AM IST

ଭଦ୍ରକ: ବାତ୍ୟା ଅମ୍ଫାନର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳୁଛି। ବର୍ଷା ସାଙ୍ଗକୁ ପବନର ବେଗ ଧିରେଧିରେ ବଢିବାରେ ଲାଗିଛି। ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 22ଟି ପଞ୍ଚାୟତରୁ ବର୍ତ୍ତମାନ ସୁଦ୍ଧା 30,000ରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲରେ ଥଇଥାନ କରାଯାଇଛି।

ବାତ୍ୟା ପ୍ରଭାବରେ ବଢୁଛି ପବନ, ଭଦ୍ରକରେ ଭାଙ୍ଗିଲା ଗଛ

ସ୍ଥାନାନ୍ତର ପ୍ରକ୍ରିୟା ଆହୁରି ଜାରି ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। NDRF, ODRAF ଓ ଅଗ୍ନିଶମ ବାହିନୀ ଦ୍ବାରା ଏହି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରାକୁ ହାଇଆଲର୍ଟରେ ରଖାଯାଇଛି। ଭଦ୍ରକରେ ବରିଷ୍ଠ ଆଇଏଏସ ଅଧିକାରୀ ସୁଶୀଲ କୁମାର ଲୋହାନି ଓ ଘନଶ୍ୟାମ ଉପାଧ୍ୟାୟ ପହଞ୍ଚି ବାତ୍ୟା ମୁକାବିଲା ନେଇ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.