ETV Bharat / state

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ ଜିଲ୍ଲା ମିର୍ଜାପୁର ଅଞ୍ଚଳରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ। ନକଲି ଜର୍ଦ୍ଦା ଆଡ୍ଡା ଉପରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ।

author img

By

Published : Nov 25, 2019, 8:21 PM IST

ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ବାଇକ ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ। ନକଲି ଜର୍ଦ୍ଦା ଆଡ୍ଡା ଉପରେ ଚଢ଼ାଉ କରିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ। ମିର୍ଜାପୁର ଅଞ୍ଚଳରେ ବେଆଇନ ଜର୍ଦ୍ଦା ତିଆରି ହେଉଥିଲା । ଏହି ଖବର ପାଇ ପୋଲିସ ଚଢ଼ାଉ କରି ସେକ ବବଲୁକୁ ଗିରଫ କରିଛି ।

ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଖାଲି ଡବା ଓ ଲେବୁଲକୁ ମଧ୍ୟ ପୋଲିସ ଜବତ କରିଛି। ନକଲି ଜର୍ଦ୍ଦା ପାଇଁ ଆବଶ୍ୟକୀୟ କେମିକାଲ, ସେଣ୍ଟ ଓ ନକଲି ଜର୍ଦ୍ଦାପତି ପୋଲିସ ହାତରେ ଲାଗିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DUPLICATE ZARDA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 25.11.2019

ANCHOR : ବାଇକ ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ଜଣେ ଗିରଫ। ନକଲି ଜର୍ଦ୍ଦା ଆଡା ଉପରେ ଚଢ଼ାଉ କରିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ। ମିର୍ଜାପୁର ଅଞ୍ଚଳରେ ବେଆଇନ ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ପୁରୁଣାବଜାର ପୋଲିସ ଚଢ଼ାଉ କରି ସେକ ବବଲୁ କୁ ଗିରଫ କରିଥିବା ସୂଚନା ମିଳିଛି। Body:ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଖାଲି ଡବା ଓ ଲେବୁଲ କୁ ମଧ୍ୟ ପୋଲିସ ଜବତ କରିଛି। ନକଲି ଜର୍ଦ୍ଦା ପାଇଁ ଆବଶ୍ୟକୀୟ କେମିକାଲ, ସେଣ୍ଟ ଓ ନକଲି ଜର୍ଦ୍ଦାପତି ପୋଲିସ ହାତରେ ଲାଗିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.