ETV Bharat / state

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆରେ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା ।

author img

By

Published : May 31, 2019, 2:26 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ପୋଖରୀରେ ବୁଡି ଦୁଇ ବର୍ଷର ଶିଶୁକନ୍ୟା ମୃତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ଗାଁର ଘଟଣା । ଗାଁର ଗଣେଶ ଜେନାଙ୍କ ଝିଅ ଦେବଶ୍ରୀ ଜେନା ଗାଁ ଦାଣ୍ଡରେ ପିଲାଙ୍କ ସହିତ ଖେଳୁଥିଲା।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଏହି ସମୟରେ ନିକଟରେ ଥିବା ଏକ ପୋଖରୀରେ ଅସାବଧାନତା ଯୋଗୁଁ ପଡିଯାଇଥିଲା। ତୁରନ୍ତ ଗାଁ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

SLUG : SINK DEATH 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 31.05.2019

ANCHOR : ପୋଖରୀରେ ବୁଡି ଦୁଇ ବର୍ଷର ଶିଶୁକନ୍ୟା ମୃତ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ଅନ୍ତର୍ଗତ ଚଡଦିଆ ଗ୍ରାମର ଗଣେଶ ଜେନା ଙ୍କ ଝିଅ ଦେବଶ୍ରୀ ଜେନା ଗାଁ ଦାଣ୍ଡରେ ଅନ୍ୟ ପିଲା ମାନଙ୍କ ସହିତ ଖେଳୁଥିଲା। ଏହି ସମୟରେ ନିକଟରେ ଥିବା ଏକ ପୋଖରୀରେ ଅସାବଧାନତା ଯୋଗୁଁ ଦେବଶ୍ରୀ ହତାଟ ପଡିଯାଇଥିଲା। ତୁରନ୍ତ ତାକୁ ଗାଁ ଲୋକେ ପୋଖରୀରୁ ଉଦ୍ଧାର କରି ନିକଟସ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲେ। 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.