ETV Bharat / state

ଭଦ୍ରକରେ କୁକୁର ଆତଙ୍କ: 15 ଆହତ - ଭଦ୍ରକରେ କୁକୁର ଆତଙ୍କ

ଗୋଟିଏ ଦିନରେ 2ଟି କୁକୁର 15ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କାମୁଡିଥିବା ସୂଚନା ମିଳିଛି । ଫଳରେ ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରୀରୋଡ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

କୁକୁର
author img

By

Published : Oct 22, 2019, 11:37 PM IST

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରୀରୋଡ ଅଞ୍ଚଳରେ କୁକୁର ଆତଙ୍କ। କୁକୁର କାମୁଡାରେ ଏଯାଏଁ 15ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ତେବେ ଗୋଟିଏ ଦିନରେ 2ଟି କୁକୁର ବିଭିନ୍ନ ଗାଁରେ 15ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କାମୁଡିଥିବା ସୂଚନାମିଳିଛି ।

ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରୀରୋଡ ଅଞ୍ଚଳରେ କୁକୁର ଆତଙ୍କ

2ଟି କୁକୁରଙ୍କ ଉପଦ୍ରବ ଅଞ୍ଚଳରେ ଦେଖାଦେଇଛି । ଏଥିପାଇଁ ଏହି ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି।

ତେବେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ସହ ଜଳାନ୍ତକ ପ୍ରତିଷେଧକ ଟିକା ମେଡିକାଲରେ ପ୍ରଦାନ କରାଯାଇଛି । ହେଲେ ଏହି କୁକୁର ଦୁଇଟିକୁ ଅଦ୍ୟାବଧି ଧରା ଯାଇନଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ANTI RABBIES
FORMAT : AVO
REPORT : DEBASIS MOHAPATRA / BHADRAK
DATE : 22.10.2019

ANCHOR : କୁକୁର କାମୁଡ଼ାରେ 15 ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରୀରୋଡ ଅଞ୍ଚଳରେ ଏହି କୁକୁର କାମୁଡା ଆତଙ୍କ ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଗ୍ରାମରେ ଦୁଇଟି କୁକୁର 15 ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କାମୁଡିଥିବା ଜଣାଯାଇଛି। Body:ଜଣ ଜଣଙ୍କର ମାଂସ ପୁଳାଏ ନେଇଯାଇଥିବା ଜଣାଯାଇଛି। ଏଥିପାଇଁ ଏହି ଅଂଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଆହତ ହୋଇଥିବା ଲୋକ ମାନଙ୍କୁ ପ୍ରାଥମିକ ଚିକିତ୍ସା ସହ ଜ୍ୱଳାନ୍ତକ ପ୍ରତିଷେଧକ ଟିକା ମେଡିକାଲ ରେ ପ୍ରଦାନ କରାଯାଇଛି। ହେଲେ ଏହି କୁକୁର ଦୁଇଟି କୁ ଅଦ୍ୟାବଧି ଧରା ଯାଇ ନଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.