ETV Bharat / state

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଭଦ୍ରକ ୟୁନାଇଟେଡ କ୍ଲବ ବିଜୟୀ

author img

By

Published : Sep 10, 2019, 10:36 PM IST

ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭଦ୍ରକ ୟୁନାଇଟେଡ କ୍ଲବ ଚମ୍ପିଆନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ଆଦାନୀ ପୋର୍ଟ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଫାଇନାଲ୍ ମ୍ୟାଚରେ ଭଦ୍ରକ ୟୁନାଇଟେଡ କ୍ଲବ 2-0 ଗୋଲରେ ଆଦମପୁର କ୍ଲବକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନ ହୋଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ଜିଲାର 8 ଟି ଟିମ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଦାନୀ ଏଲଏନଜିର ମୁଖ୍ୟ ଅମିତାଭ ବୋଷ ଯୋଗ ଦେଇ ଚମ୍ପିଆନ ଟିମ ଓ ରନର୍ସଅପ ଦଳକୁ ଟ୍ରଫି ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଆଦାନୀ ଫାଉଣ୍ଡେସନ ମୁଖ୍ୟ ସତ୍ୟ ରଞ୍ଜନ ମିଶ୍ର ଓ ଜିଲ୍ଲା କ୍ରୀଡା ଅଧିକାରୀ ମନୋଜ କୁମାର ଦାସ ଯୋଗ ଦେଇ ଖେଳାଳିଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ବାସୁଦେବପୁର ଟାଉନ କ୍ଲବର ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FOOTBALL TOURNAMENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.09.2019

ANCHOR : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ଆଦାନୀ ପୋର୍ଟ ତରଫରୁ ଜିଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି। Body:ଏହି ଟୁର୍ଣ୍ଣାମେଣ୍ଟରେ ଜିଲାର 8 ଟି ଟିମ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଦାନୀ ଏଲଏନଜିର ମୁଖ୍ୟ ଅମିତାଭ ବୋଷ, ଆଦାନୀ ଫାଉଣ୍ଡେସନ ମୁଖ୍ୟ ସତ୍ୟ ରଞ୍ଜନ ମିଶ୍ର ଓ ଜିଲା ଖେଳ ଅଧିକାରୀ ମନୋଜ କୁମାର ଦାସ ଯୋଗ ଦେଇ ଖେଳାଳିଙ୍କ ସହିତ କର ମର୍ଦ୍ଧନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଖେଳକୁ ବାସୁଦେବପୁର ଟାଉନ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ। ଫାଇନାଲ୍ ମ୍ୟାଚରେ ଭଦ୍ରକ ୟୁନାଇଟେଡ଼ କ୍ଲବ 2-0 ଗୋଲରେ ଆଦମପୁର କ୍ଲବ କୁ ପରାସ୍ତ କରି ଚଳିତ ବର୍ଷ ଚାମ୍ପିଆନ ହୋଇଛି। ଶେଷରେ ଚାମ୍ପିଆନ ଟିମ ଓ ରନରସପ ଦଳକୁ ମୁଖ୍ୟ ଅତିଥି ଟ୍ରଫି ସହିତ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.