ETV Bharat / state

କୋଭିଡ-19 ଗାଇଡଲାଇନ ଚେକିଂ ପାଇଁ ନର୍ସିଂହୋମରେ ଜିଲ୍ଲା ପ୍ରଶାସନର ଚଢାଉ - bhadrak news

ଶୁକ୍ରବାର ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ନର୍ସିଂହୋମ ଗୁଡିକରେ ଅତର୍କିତ ଚଡାଉ କରାଯାଇଛି । ଚଢାଉ ହୋଇଥିବା ଅଧିକାଂଶ ନର୍ସିଂହୋମରେ କୋଭିଡ-19 ଗାଇଡଲାଇନ ନିୟମ ପାଳନ କରାଯାଉନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

District administration raided the nursing home with a check for Covid-19 guidelines
କୋଭିଡ-19 ଗାଇଡଲାଇନ ଚେକିଂ ନେଇ ନର୍ସିଂହୋମରେ ଜିଲ୍ଲା ପ୍ରଶାସନର ଚଢାଉ
author img

By

Published : Jun 26, 2020, 5:26 PM IST

ଭଦ୍ରକ: କୋଭିଡ-19 ଗାଇଡଲାଇନ ଅନୁଯାୟୀ କାର୍ଯ୍ୟ ହେଉଛି କି ନାହିଁ ତାହା ଜାଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯାଞ୍ଚ । ଏନେଇ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି । ଏହି କ୍ରମରେ ଶୁକ୍ରବାର ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ନର୍ସିଂହୋମ ଗୁଡିକରେ ଅତର୍କିତ ଚଡାଉ କରାଯାଇଛି ।

କୋଭିଡ-19 ଗାଇଡଲାଇନ ଚେକିଂ ନେଇ ନର୍ସିଂହୋମରେ ଜିଲ୍ଲା ପ୍ରଶାସନର ଚଢାଉ

ମିଳିଥିବା ସୂଚନାନୁସାରେ, ଚଢାଉ ହୋଇଥିବା ଅଧିକାଂଶ ନର୍ସିଂହୋମରେ କୋଭିଡ-19 ଗାଇଡଲାଇନ ନିୟମ ପାଳନ କରାଯାଉନାହିଁ । ତେବେ ସରକାରଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିବା ବେଳେ ନିୟମ ମାନୁନଥିବା ନର୍ସିଂହୋମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.