ETV Bharat / state

କୋଭିଡ୍ ନିୟମ କଡ଼ାକଡି, ଉଲ୍ଲଂଘନକାରୀଙ୍କୁ ଜୋରିମାନା ଆଦାୟ

କୋଭିଡ୍ ନିୟମକୁ କଡ଼ାକଡି କଲା ଭଦ୍ରକ ଜିଲ୍ଲା ପୋଲିସ । ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କୋଭିଡ ଗାଇଡଲାଇନ ଅନୁଯାୟୀ ଯାଞ୍ଚକୁ କଡାକଡି କରିବା ସହ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରୁଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Sep 20, 2020, 8:30 AM IST

covid rule is strict in bhadrak, violators are fined
କୋଭିଡ୍ ନିୟମ କଡ଼ାକଡି, ଉଲଙ୍ଘନକାରୀଙ୍କଠୁ ଜୋରିମାନା ଆଦାୟ

ଭଦ୍ରକ:କୋଭିଡ୍ ନିୟମକୁ କଡ଼ାକଡି କଲା ଭଦ୍ରକ ଜିଲ୍ଲା ପୋଲିସ । ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କୋଭିଡ ଗାଇଡଲାଇନ ଅନୁଯାୟୀ ଯାଞ୍ଚକୁ କଡାକଡି କରିବା ସହ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରୁଛି ପୋଲିସ । ଏଥିସହ ଦୋକାନି ଓ ଗ୍ରାହକଙ୍କୁ କୋରୋନା କଟକଣା ନେଇ ସଚେତନ ମଧ୍ୟ କରାଯାଉଛି ।

ନୂତନ ଭାବେ ନିଯୁକ୍ତ ଏସଡିପିଓ ସାର୍ଥକ ରାୟ ଏହି ଯାଞ୍ଚ ପ୍ରକ୍ରିୟାର ନେତୃତ୍ବ ନେଇଥିବା ଜଣାପଡିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.