ETV Bharat / state

କୋରୋନାକୁ ନେଇ ଷ୍ଟେସନମାଷ୍ଟରଙ୍କ ସହ ଆଲୋଚନା

author img

By

Published : Mar 20, 2020, 2:48 AM IST

ଭଦ୍ରକ ରେଳଷ୍ଟେସନରେ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କ ସଂଖ୍ୟା ଅନେକ ମାତ୍ରାରେ କମିଛି । କୋରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଓ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

corona-effect-in-bhadark-railway-station
କୋରୋନାକୁ ନେଇ ଷ୍ଟେସନମାଷ୍ଟରଙ୍କ ସହ ଆଲୋଚନା

ଭଦ୍ରକ: ସାରା ବିଶ୍ବକୁ କୋରୋନା ଭୟ । ତେବେ ଭଦ୍ରକ ରେଳଷ୍ଟେସନରେ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କ ସଂଖ୍ୟା ଅନେକ ମାତ୍ରାରେ କମିଛି । ବିଭାଗ ପକ୍ଷରୁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ବିଶେଷ ଗୁରୁତ୍ଵ ଦିଆଯାଉଛି।

କୋରୋନାକୁ ନେଇ ଷ୍ଟେସନମାଷ୍ଟରଙ୍କ ସହ ଆଲୋଚନା

ପ୍ରକାଶ ଥାଉ କି ସମସ୍ତ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ 10 ଟଙ୍କାରୁ ବୃଦ୍ଧି କରାଯାଇ 50 ଟଙ୍କା କରାଯାଇଛି । ଫଳରେ ଅଯଥା ଭିଡ ଆଉ ଦେଖିବାକୁ ମିଳୁନାହିଁ । ପୂର୍ବ ଅପେକ୍ଷା ଅଧିକ ଥର ପ୍ଲାଟଫର୍ମ ସଫେଇ କାର୍ଯ୍ୟ ଜାରି ରହିଛି । ମୋଟାମୋଟି ଭାବେ କୋରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ଷ୍ଟେସନ ମାଷ୍ଟର ହିମାଂଶୁ ଶେଖର ସାହୁ...

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.