ETV Bharat / state

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ବିଦ୍ୟୁତ ବିଭାଗର ଜେଇ ଓ ଏସଡ଼ିଓଙ୍କ ମନମାନିକୁ ବିରୋଧ କରି ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିଲେ ଶତାଧିକ ଉପଭୋକ୍ତା । ଅଧିକ ପଢନ୍ତୁ...

Consumers surrounded the power office over an unannounced power cut
ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା
author img

By

Published : Jun 8, 2020, 10:12 PM IST

ଭଦ୍ରକ: ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଉପଭୋକ୍ତା । ବିଦ୍ୟୁତ ବିଭାଗର ଜେଇ ଓ ଏସଡ଼ିଓଙ୍କ ଏଭଳି ମନମାନିକୁ ବିରୋଧ କରି ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଶତାଧିକ ଉପଭୋକ୍ତା । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଷ୍ଟ୍ରକ୍ଚରର ।

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ଷ୍ଟ୍ରକ୍ଚରର ଆଖପାଖ ଅଞ୍ଚଳର ଲୋକମାନେ ଦୀର୍ଘ ସମୟ ହେବ ଲୋ ଭୋଲଟେଜ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଥି ସହିତ ଅଘୋଷିତ ବିଦ୍ୟୁତ କାଟ ପାଇଁ ଦୀର୍ଘ ଦିନ ଧରି ଅନ୍ଧାରରେ ମଧ୍ୟ ସେମାନଙ୍କୁ ରହିବାକୁ ପଡିଥାଏ । ବାରମ୍ବାର ଏ ସମ୍ପର୍କରେ ସ୍ଥାନୀୟ ଏସଡ଼ିଓଙ୍କୁ ଜଣାଇଲେ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ବାଧ୍ୟ ହୋଇ ବିଦ୍ୟୁତ ଷ୍ଟ୍ରକ୍ଚରକୁ ଶତାଧିକ ଉପଭୋକ୍ତାମାନେ ଘେରାଉ କରିଥିଲେ । ସେପଟେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.