ETV Bharat / state

ଶିଶୁପୁତ୍ର ମୃତ୍ୟୁର 25 ଦିନ ପରେ ଥାନାରେ ଅଭିଯୋଗ; ଅଭିଯୁକ୍ତ ଗିରଫ - ନନ୍ଦିନୀ ମୁଣ୍ଡା

ଅଭିଯୋଗ ଶିଶୁର ପିତାହିଁ ଶିଶୁର ହତ୍ୟାକାରୀ । ଘଟଣାର ସ୍ପଷ୍ଟତା ପାଇଁ ଅଧିକ ତଦନ୍ତ କରୁଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 9, 2019, 6:09 PM IST

ଭଦ୍ରକ: ଜିଲ୍ଲାରେ ଏକ ମାସର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସନ୍ଦେହ । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ମାଜିଷ୍ଟ୍ରେଟ । ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ନିଉ କଲୋନୀ ଅନ୍ତର୍ଗତ ଆଦିବାସୀ ସାହିରେ ଏକ ଶିଶୁ ପୁତ୍ରର ମୃତ୍ୟୁପରେ ମୃତଦେହକୁ ଉଭୟ ବାପା-ମା ଏକ ଗାତ ଖୋଳି ପୋତି ଦେଇଥିଲେ । ତେବେ ଘଟଣାର ଏକ ମାସ ପରେ ଉକ୍ତ ଶିଶୁପୁତ୍ରର ମୃତ୍ୟୁରେ ଆସିଛି ମିଷ୍ଟ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମୃତ ଶିଶୁପୁତ୍ରର ମା ନନ୍ଦିନୀ ମୁଣ୍ଡା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ପାରିବାରିକ କଳହକୁ କେନ୍ଦ୍ର କରି ଶିଶୁ ପୁତ୍ରକୁ ମାରି ଦେଇଛନ୍ତି। ଏ ଘଟଣାକୁ ନେଇ ଅଭିଯୋଗ ହେବା ପରେ ଆଜି ଫୋରେନସିକ ଟିମ ଓ ଗ୍ରାମାଞ୍ଚଳ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ ଟିକୁ ମୁଣ୍ଡାକୁ ଘଟଣାସ୍ଥଳକୁ ନେଇ ଗାତ ଖୋଳି ଶିଶୁଟିର ଖପୁରୀ ଉଦ୍ଧାର କରିବା ସହ ଏ ଘଟଣାର ତଦନ୍ତ ଜାରି ରହିଛି । ଏହାସହ ଅଭିଯୁକ୍ତ ଟିକୁ ମୁଣ୍ଡାକୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ପାଇଁ ଜବତ ହୋଇଥିବା ଖପୁରୀକୁ ଫରେନସିକ ଲ୍ୟାବକୁ ପଠାଇଛି ପୋଲିସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CHILD DEATH
FORMAT : AVB
REPORT : DEBASIS MOHAPATRA / BHADRAK
DATE : 09.09.2019

ANCHOR : ମାସକର ଶିଶୁ ପୁତ୍ରର ମୃତ୍ଯୁକୁ ନେଇ ସସପେନ୍ସ। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତ କାରୀ ମାଜିଷ୍ଟ୍ରେଟ। Body:ANCHOR : ମାସକର ଶିଶୁ ପୁତ୍ରର ମୃତ୍ଯୁକୁ ନେଇ ସସପେନ୍ସ। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତ କାରୀ ମାଜିଷ୍ଟ୍ରେଟ। ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ନିଉ କଲୋନୀ ଅନ୍ତର୍ଗତ ଆଦିବାସୀ ସାହିରେ ମୃତ୍ୟୁ ପରେ ଶିଶୁ ପୁତ୍ରକୁ ଉଭୟ ବାପା ମା ଏକ ଗାତରେ ପୋତି ଦେଇଥିଲେ। ଯାହାକି ପଚିଶ ଦିନ ପୂର୍ବର ଘଟଣା। ତେବେ ପାରିବାରିକ କଳହ କୁ କେନ୍ଦ୍ର କରି, ସ୍ଵାମୀ ଟିକୁ ମୁଣ୍ଡା ଏହି ଶିଶୁ ପୁତ୍ରକୁ ମାରି ପୋଡିଦେଇଥିବା ଅଭିଯୋଗ କରିଛି ସ୍ତ୍ରୀ ନନ୍ଦିନୀ ମୁଣ୍ଡI। ଏହାପରେ ଆଜି ଫୋରେନସିକ ଟିମ ଓ ଗ୍ରାମାଞ୍ଚଳ ପୁଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ଅଭିଯୁକ୍ତ ଟିକୁ ମୁଣ୍ଡା ଦ୍ଵାରା ଗାତ ଖୋଳା ହେବା ପରେ ଶିଶୁ ପୁତ୍ରର ଖପୁରି ବାହାରି ଥିଲା। ଘଟଣାଟି ପଚିଶ ଦିନରୁ ଉର୍ଦ୍ଧ ହୋଇ ଥିବାବେଳେ, ଏହା ହତ୍ୟାକାଣ୍ଡ କି କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ମାଜିଷ୍ଟ୍ରେଟ। ଏଥିସହ ଅଭିଯୁକ୍ତ କୁ ପୁଲିସ ଗିରଫ କରିଥିବା ବେଳେ, ମୃତ ଦେହ ଉଦ୍ଧାର କରି ପୁଲିସ ଏହାକୁ ତଦନ୍ତ କରିବା ପାଇଁ ଫୋରେନସିକ ଟିମକୁ ହସ୍ତାନ୍ତର କରିଛି।
Bite : ବସନ୍ତ ଲେଙ୍କା_ମାଜିଷ୍ଟ୍ରେଟConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.