ETV Bharat / state

ଜେଏନୟୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଆକ୍ରମଣ ଘଟଣା । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର । ଅଧିକ ପଢନ୍ତୁ...

ଜେଏନୟୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
ଜେଏନୟୁ ଆକ୍ରମଣ ଘଟଣାକୁ ନିନ୍ଦା କରି କ୍ୟାଣ୍ଡଲ ଶୋଭାଯାତ୍ରା
author img

By

Published : Jan 9, 2020, 6:57 AM IST

ଭଦ୍ରକ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଆକ୍ରମଣ ଘଟଣା । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର । ସମସ୍ତ ଦୁର୍ବୁତ୍ତଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଗିରଫ ଦାବିରେ ଭଦ୍ରକ କଲେଜ ଛାତ୍ର ସଙ୍ଗଠନ ପକ୍ଷରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଜେଏନୟୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଛାତ୍ରନେତା ତଥାଗତ ସାମଲଙ୍କ ଆହ୍ଵାନରେ ଶାତାଧିକ ଛାତ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : STUDENT CONDEMN
FORMAT : AVO
REPORT : DEBASIS MOHAPATRA / BHADRAK
DATE : 08.01.2020

ANCHOR : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରେ ଛାତ୍ର ମାନଙ୍କୁ ଆକ୍ରମଣ ଘଟଣା। ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ର ମାନେ। ସମସ୍ତ ଦୁର୍ବୁତ୍ତ ମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଗିରଫ ଦାବୀରେ ଭଦ୍ରକ କଲେଜ ଛାତ୍ର ସଂଗଠନ ପକ୍ଷରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। Body:ଛାତ୍ରନେତା ତଥାଗତ ସାମଲଙ୍କ ଆହ୍ଵାନରେ ଶାତାଧିକ ଛାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ପ୍ରତିବାଦ ସଭା ମଧ୍ଯ ଅନୁଷ୍ଠିତ ହୋଇଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.