ETV Bharat / state

ଖୁଦୁରୁକୁଣୀ ପୂଜାରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

ଖୁଦୁରୁକୁଣୀ ପୂଜା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର କାଁଥି ସାହିରେ ଖୁଦୁରୁକୁଣୀ ପୂଜା ବେଳେ ଏହି ଅଘଟଣ ଘଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Sep 15, 2019, 9:07 PM IST

ଭଦ୍ରକ: ଖୁଦୁରୁକୁଣୀ ପୂଜା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର କାଁଥି ସାହିରେ ଖୁଦୁରୁକୁଣୀ ପୂଜା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ସେହି ଗାଁର ବିନୋଦ ନାୟକଙ୍କ ପୁଅ ଦୀପକ ନାୟକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଘର ପାଖରେ ଥିବା ଖୁଦୁରୁକୁଣୀ ପୂଜାରେ ବାଜୁଥିବା ମାଇକର ମେସିନଟି ଚାର୍ଜ ହୋଇଯାଇଥିଲା । ଦୀପକ ଜାଣିନପାରି ମେସିନକୁ ଧରି ନେବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିଯାଇଥିଲେ ।

ପରିବାର ଲୋକ ଦୀପକକୁ ଉଦ୍ଧାର କରି ପ୍ରଥମେ ମେଡିକାଲକୁ ନେଇଥିଲେ । ହେଲେ ତାର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ ନେବା ରାସ୍ତାରେ ମୃତ୍ୟୁ ଘଟିଥିଲା । ଦୀପକର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ELECTRIC ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 15.09.2019

ANCHOR : ଖୁଦୁରୁକୁଣୀ ପୁଜା ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ନାବାଳକ ମୃତ୍ୟୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର କାଁଥିସାହିରେ ଖୁଦୁରୁକୁଣୀ ପୂଜା ବେଳେ ଏହି ଅଘଟଣ ଘଟିଥିଲା। Body:ପୂଜା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ବିନଦ ନାୟକଙ୍କ ପୁଅ ଦୀପକ ନାୟକ। ସୂଚନା ଅନୁଯାୟୀ ଘର ପାଖରେ ଥିବା ଖୁଦୁରୁକୁଣୀ ପୂଜାରେ ବାଜୁଥିବା ମାଇକର ମେସିନଟି ଚାର୍ଜ ହେଇଯାଇଥିଲା। ଦୀପକ ଜାଣିନପାରି ମେସିନକୁ ଧରିନେବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିିଯଇଥିଲେ। ପରିବାର ଲୋକ ତାକୁ ଉଧାର କରି ପ୍ରଥମେ ମେଡିକାଲକୁ ନେଇଥିଲେେ। ହେଲେ ତାର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା। ଦୀପକ ର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.