ETV Bharat / state

ବୋଲେରୋ ହାଇୱା ମୁହାଁମୁହିଁ ଧକ୍କା: 2 ମହିଳାଙ୍କ ସମେତ 4 ଗୁରୁତର - 2 injured transfer cuttack medical

ବୁଧବାର ବୋଲେରୋ ହାଇୱା ମୁହାଁମୁହିଁ ଧକ୍କାରେ ଚାରି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 24, 2019, 12:11 PM IST

ଭଦ୍ରକ: ବୋଲେରୋ ହାଇୱା ମୁହାଁମୁହିଁ ଧକ୍କାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଆରଡି ଛକଠାରେ ।

ସୂଚନା ଅନୁଯାୟୀ, ବୁଧବାର ଏକ ଵୋଲେରୋ ଗାଡିରେ ତିହିଡି ବ୍ଲକ ଝିଙ୍କିରିଆ ଅଞ୍ଚଳର କିଛି ଲୋକ ଭୁବନେଶ୍ବରର ଅଭିମୁଖେ ଯାଉଥିଲେ । ତେବେ ଭଦ୍ରକ ଆରଡି ଛକ ନିକଟରେ ଏକ ହାଇୱା ଦ୍ରୁତ ଗତିରେ ଆସି ଵୋଲେରୋ ଗାଡିଟିକୁ ଧକ୍କା ଦେଇଥିଲା । ଫଳରେ ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ଘଟଣା ପରେ ସମସ୍ତ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.