ETV Bharat / state

ଭଦ୍ରକ କାଳୀପୂଜା: ସପ୍ତମାତୃକା ବେଶରେ ପୂଜା ପାଇବେ ମା'

author img

By

Published : Oct 27, 2019, 10:58 AM IST

ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶରେ ଆଜି ପୂଜା ପାଇବେ ମା '। ପ୍ରଥମ ଦିନରେ ମାଆ ବେଦମାତା ବେଶରେ ପୂଜା ପାଉଛନ୍ତି। ଅଧିକ ଖବର ପଢନ୍ତୁ...

ଭଦ୍ରକ କାଳୀପୂଜା, ସପ୍ତମାତୃକା ବେଶରେ ପୂଜା ପାଇବେ ମା'

ଭଦ୍ରକ: ଆରମ୍ଭ ହୋଇଯାଇଛି ଭଦ୍ରକର ଐତିହାସିକ କାଳୀପୂଜା। ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶରେ ଆଜି ପୂଜା ପାଇବେ ମା '।

ପ୍ରଥମ ଦିନରେ ମାଆ ବେଦମାତା ବେଶରେ ପୂଜା ପାଉଛନ୍ତି । ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ଭାବେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ, ଚଣ୍ଡିପାଠ ଅନୁଷ୍ଠିତ ହୋଇଛି ।

ଭଦ୍ରକ କାଳୀପୂଜା, ସପ୍ତମାତୃକା ବେଶରେ ପୂଜା ପାଇବେ ମା'

ମନ୍ଦିରର ପହୁଡ଼ ଖୋଲାଯିବା ସହ ମଙ୍ଗଳ ଆଳତି କରାଯାଇଥିଲା। ପରେ ମା' ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି। ମା'ଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BEDAMATA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 27.10.2019

ANCHOR : ଆଜିଠାରୁ ଆରମ୍ଭ ଭଦ୍ରକର ଐତିହାସିକ କାଳୀପୂଜା। ଭଦ୍ରକାଳି ଙ୍କ ପୀଠରେ ସପ୍ତମାତୃକା ବେଶ ରେ ପୂଜା ଅର୍ଚନା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ମାଆ ବେଦମାତା ବେଶରେ ପୂଜା ପାଉଛନ୍ତି। ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ହୋମ ଯଜ୍ଞ, ଚଣ୍ଡିପାଠ ଅନୁଷ୍ଠିତ ହୋଇଛି। Body:ମନ୍ଦିର ର ପହୁଡ଼ ଖୋଲାଯିବା ସହ ମଙ୍ଗଳ ଆଳତି କରାଯାଇଥିଲା। ପରେ ମାଆ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି। ଭକ୍ତମାନଙ୍କ ଦ୍ୱାରା ଏହି ବେଶ କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଗହଳି ଲାଗିରହିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.