ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବସ,50ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ

ଜାତୀୟ ରାଜପଥ କଡ଼କୁ ଓଲଟିଲା ବସ। ଅଳ୍ପକେ ବର୍ତ୍ତିଲେ 50ରୁ ଉର୍ଦ୍ଧ୍ବ ଯାତ୍ରୀ। ସମସ୍ତ ପାଞ୍ଚ ଜଣକୁ ଭଦ୍ରକ ମେଡ଼ିକାଲରେ ଚିକିତ୍ସା କରାଯାଉଛି। ଅଧିକ ଖବର ପଢନ୍ତୁ...

_BUS ACCIDENT
ଭାରସାମ୍ୟ ହରାଇ ଓଲଟିଲା ବସ,50ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ
author img

By

Published : Feb 19, 2020, 12:03 PM IST

ଭଦ୍ରକ: ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼କୁ ଓଲଟିଲା ବସ। ଅଳ୍ପକେ ବର୍ତ୍ତିଲେ 50 ରୁ ଉର୍ଦ୍ଧ୍ବ ଯାତ୍ରୀ। ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି।

ସୂଚନା ଅନୁସାରେ, 50 ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବସଟି ବାଲେଶ୍ବରରୁ ଢେଙ୍କାନାଳ ଯାଉଥିବା ସୂଚନା ମିଳିଛି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ରାସ୍ତା କଡରେ ଥିବା ବାଲି ଗଦା ଉପରେ ବସ ଓଲଟିଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଭାରସାମ୍ୟ ହରାଇ ଓଲଟିଲା ବସ,50ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ

ତେବେ ଅତ୍ୟଧିକ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ଜଣାପଡିଥିବା ବେଳେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ସମସ୍ତ ପାଞ୍ଚ ଜଣକୁ ଭଦ୍ରକ ମେଡ଼ିକାଲରେ ଚିକିତ୍ସା କରାଯାଉଛି। ସମସ୍ତ ଆହତ ମାନଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.