ETV Bharat / state

ଫୁଲୁଛି ବୈତରଣୀ; ଧାମନଗରରେ ବନ୍ୟା ଆଶଙ୍କା - ଜଳସ୍ତର 18.10 ମିଟର

ଲଗାଣ ବର୍ଷାରେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି । ବନ୍ୟା ଆଶଙ୍କା କରିଛନ୍ତି ନଦୀକୂଳିଆ ଲୋକେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 7, 2019, 11:56 PM IST

ଭଦ୍ରକ: ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ । ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 17.83 ମିଟର ରହିଛି । ବର୍ତ୍ତମାନ ନଦୀର ଜଳସ୍ତର 18.10 ମିଟର ଅଛି । ଘଣ୍ଟାକୁ ନଦୀର ଜଳସ୍ତର ପ୍ରାୟ 2 ରୁ 3 ସେଣ୍ଟିମିଟର ବଢୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେଣୁ ବର୍ତ୍ତମାନ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ଏହିପରି ଜଳସ୍ତର ବୃଦ୍ଧି ପାଇଛି ବୋଲି ପ୍ରଶାସନ କହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : BAITARANI RIVER 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 07.09.2019

ANCHOR : ଫୁଲୁଛି ବୈତରଣୀ ନଦୀ। ଆଖୁଆପଦା ଆନିକଟ ଠାରେ ଏହାର ବିପଦ ସଙ୍କେତ 17.83 ମିଟର। ହେଲେ ବର୍ତ୍ତମାନ ନଦୀର ଜଳ ସ୍ତର 18.10 ମିଟର ଅଛି। ଘଣ୍ଟାକୁ ନଦୀର ଜଳସ୍ତର ପ୍ରାୟ 2 cm. ରୁ 3 cm. ବଢୁଛି ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି। ତେଣୁ ବର୍ତ୍ତମାନ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଆଉ ଏକ ଘଣ୍ଟା ପରେ ଜଳସ୍ତର ହ୍ରାସ ପାଇବ। ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ଏହିପରି ଜଳସ୍ତର ବୃଦ୍ଧି ପାଇଛି। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.