ETV Bharat / state

ଭଦ୍ରକର 5 ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - corona news

ଭଦ୍ରକରେ ପୁଣି 5ଟି କୋରୋନା ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାପ୍ରଶାସନର ତତ୍ପରତା । ସଂକ୍ରମିତ ଅଞ୍ଚଳ ବାସୁଦେବପୁର ଓ ଭଣ୍ଡାରି ପୋଖରୀର 5ଟି ପଞ୍ଚାୟତଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଅଧିକ ପଢନ୍ତୁ...

ଭଦ୍ରକର 5 ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 20, 2020, 3:11 PM IST

ଭଦ୍ରକ: ଜିଲ୍ଲାରେ ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାପ୍ରଶାସନର ତତ୍ପରତା । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଞ୍ଚାୟତଗୁଡିକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ବାସୁଦେବପୁର ଅଞ୍ଚଳର ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତ ସହ ଭଣ୍ଡାରୀପୋଖରୀର ରହଣିଆ, ତେଶିଙ୍ଗା ପଞ୍ଚାୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଛି । ଏନେଇ ଜିଲ୍ଲପାଳ ଜ୍ଞାନ ଦାସ ଟ୍ବିଟ କରି ଜଣାଇଛନ୍ତି ।

ଭଦ୍ରକର 5 ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଭଦ୍ରକର 5 ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଜି ସକାଳ ଓଡିଶା ସ୍ବାସ୍ଥ୍ୟମନ୍ତ୍ରଣାଳୟରୁ ପ୍ରକାଶ ଯେ, ଆଜି ଭଦ୍ରକରୁ 5ଟି କୋରୋନା ମାମଲା ସାମ୍ନାକୁ ଆସିଛି । ବାସୁଦେବପୁର ଅଞ୍ଚଳରୁ 3 ଜଣଙ୍କ କୋରୋନା ଚିହ୍ନଟ ହୋଇଥିବାବେଳେ ଭଣ୍ଡାରୀପୋଖରୀରେ 2 ଟି କୋରୋନା ପଜିଟିଭ ମିଳିଛି । ଏହା ସହ ଏହି 2 ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.