ETV Bharat / state

ବଜ୍ରାଘାତରେ ଦୁଇ ଭାଇ ମୃତ - ମୃତ୍ୟୁ

ଜିଲ୍ଲାରେ ବଜ୍ରାଘାତ ନେଇଛି ଦୁଇ ଜୀବନ । ମୃତ ଦୁଇ ଭାଇଙ୍କ ଘର ପଣସା ପଞ୍ଚାୟତ ଅନ୍ତର୍ଗତ ବେହେରା ପାଟଣା ଗାଁରେ ହୋଇଥିବା ସୂଚନା । ତେବେ ସେମାନେ ହେଉଛନ୍ତି ମନୋଜ ବେହେରା ଓ ସରୋଜ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Aug 12, 2019, 2:26 AM IST

ଭଦ୍ରକ: ଜିଲ୍ଲାରେ ବଜ୍ରାଘାତ ନେଇଛି ଦୁଇ ଜୀବନ । ମୃତ ଦୁଇ ଭାଇଙ୍କ ଘର ପଣସା ପଞ୍ଚାୟତ ଅନ୍ତର୍ଗତ ବେହେରା ପାଟଣା ଗାଁରେ ହୋଇଥିବା ସୂଚନା । ତେବେ ସେମାନେ ହେଉଛନ୍ତି ମନୋଜ ବେହେରା ଓ ସରୋଜ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ଦୁଇ ଭାଇ ସ୍ଥାନୀୟ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀ ଗାଁ ଅପୂଜା ମହାଦେବ ନିକଟସ୍ଥ ନିଜ ବିଲରେ ଚାଷ କାମ କରୁଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ଦୀର୍ଘ ସମୟ ଯାଏଁ ଉଭୟେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ।

ପରେ ରାତିରେ ଉଭୟଙ୍କର ମୃତଦେହ ବିଲରୁ ଉଦ୍ଧାର କରିଥିଲେ ପରିବାର ଲୋକେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଉଭୟଙ୍କ ମରଶରୀରକୁ ଯାଜପୁର ଡାକ୍ତରଖାନାକୁ ନେଇଥିବା ଜଣା ପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ବଜ୍ରାଘାତ ରେ ଦୁଇ ଭାଇ ମୃତ। ମୃତ ଦୁଇ ଭାଇ ଯାଜପୁର ଜିଲ୍ଲା ପଣସା ପଞ୍ଚାୟତ ଅନ୍ତର୍ଗତ ବେହେରା ପାଟଣା ଗାଁ ର ହୋଇଥିବା ସୂଚନା ମିଳିଛି। Body:ବଜ୍ରାଘାତ ରେ ଦୁଇ ଭାଇ ମୃତ। ମୃତ ଦୁଇ ଭାଇ ଯାଜପୁର ଜିଲ୍ଲା ପଣସା ପଞ୍ଚାୟତ ଅନ୍ତର୍ଗତ ବେହେରା ପାଟଣା ଗାଁ ର ହୋଇଥିବା ସୂଚନା ମିଳିଛି। ମୃତକ ଦୁଇଜଣ ମନୋଜ ବେହେରା ଏବଂ ସରୋଜ ବେହେରା। ସୂଚନା ଅନୁଯାୟୀ ଦୁଇ ଭାଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀ ଗାଁ ଅପୂଜା ମହାଦେବ ନିକଟ ନିଜ ବିଲ ରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇଜଣ ଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଉଭୟ ଆଉ ଘରକୁ ନଫେରିବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ସନ୍ଦେହ କରି ରାତିରେ ବିଲ ନିକଟରେ ପହଞ୍ଚି ଥିଲେ ଏବଂ ସେଠାରେ ଦୁଇଜଣଙ୍କ ମୃତ ଦେହ ଠାବ କରିଥିଲେ। ପରେ ପରିବାର ଲୋକଙ୍କ ସହ ଗାଁ ଲୋକେ ଦୁଇ ଜଣଙ୍କ ମୃତଦେହକୁ ଯାଜପୁର ଡାକ୍ତରଖାନା କୁ ନେଇଯାଇଥିବା ସୂଚନା ମିଳିଛି। ଏହି ବଜ୍ରପାତ ଜନିତ ଅଭାବନୀୟ ଘଟଣା ଅପରାହ୍ନରେ ଘଟିଥିବା ଜଣାଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.