ETV Bharat / state

ଆଇନ ସେବା ଉପରେ ‘କଥା ଆଇନ ସେବାର’ ସଙ୍ଗୀତ ଲୋକାର୍ପିତ - ଆଇନ ସେବା ପ୍ରାଧିକରଣ

ବରଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାଧାରଣ ଲୋକଙ୍କୁ ଆଇନ ବିଷୟରେ ସଚେତନ କରାଇବା ପାଇଁ କଥା ଆଇନ ସେବାର ସଙ୍ଗୀତ ଲୋର୍କାପିତ । ଅଧିକ ପଢନ୍ତୁ...

କଥା ଆଇନ ସେବା ନାମକ ସଙ୍ଗୀତ ଲୋକାର୍ପିତ
କଥା ଆଇନ ସେବା ନାମକ ସଙ୍ଗୀତ ଲୋକାର୍ପିତ
author img

By

Published : Mar 10, 2021, 12:21 PM IST

ବରଗଡ: ଜିଲ୍ଲାରେ ଆଇନ ସେବାକୁ ନେଇ ଏକ ସଙ୍ଗୀତ ଲୋର୍କାପିତ ହୋଇଛି । ବରଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାଧାରଣ ଲୋକଙ୍କୁ ଆଇନ ବିଷୟରେ ସଚେତନ କରାଇବା ସହ ଲୋକଙ୍କୁ ଆଇନ ସହାୟତା ପ୍ରଦାନ କରିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି ।

କଥା ଆଇନ ସେବା ନାମକ ସଙ୍ଗୀତ ଲୋକାର୍ପିତ

ଆଇନ ସେବା ଉପରେ ଲୋକଙ୍କୁ ସଚେତନ କରିବାକୁ କଥା ଆଇନ ସେବାର ନାମକ ସଂଙ୍ଗୀତ ଉନ୍ମେଚିତ କରାଯାଇଛି । ଲୋକଙ୍କୁ କଥା ମାଧ୍ୟମରେ ସଚେତନ କରାଇବା ଅପେକ୍ଷା ଷୁଦ୍ର ନାଟନ କିମ୍ବା ସଂଙ୍ଗୀତ ମାଧ୍ୟମରେ ସଚେତନ କଲେ ଏହା ଅଧିକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଜିଲ୍ଲା ଜର୍ଜ ସଞ୍ଜୟ କୁମାର ସାହୁ ।

ଲୋକଙ୍କୁ ଆଇନ ସେବା ଉପରେ ଭରସା ରଖିବା ଉପରେ ସଚେତନ କରିବା ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହି ଗୀତକୁ ନବ ମହତ୍ତବ ଲେଖିବା ସହ କଣ୍ଠଦାନ କରିଥିବା ସହିତ ସୋମ ପଣ୍ଡା ଓ ସୌଭାଗ୍ୟଲକ୍ଷ୍ମୀ ଦାଶ ମଧ୍ୟ କଣ୍ଠଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.