ETV Bharat / state

ବରଗଡରେ ଚାଲିଛି ସାନି ମତଦାନ - ସାନି ମତଦାନ

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବାତିଲ ହେବା 9ଟି ଆସନରେ ସାନି ମତଦାନ ଚାଲିଛି । ଏଥିରୁ ବରଗଡରେ 3ଟି ବୁଥ୍‌ରେ ଭୋଟ ଦେଉଛନ୍ତି ଭୋଟର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 25, 2019, 9:33 AM IST

ବରଗଡ: ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବାତିଲ ହେବା ପରେ ରାଜ୍ୟର 9ଟି ବୁଥ୍‌ରେ ସାନି ମତଦାନ ଚାଲିଛି । ବରଗଡର ବିଧାନସଭାର 11 ନମ୍ବର ୱାର୍ଡ଼ ବୁଥ ନମ୍ବର 68 ଓ ଅତାବିରା ବିଧାନସଭା ଅରେଗୁଡ଼ିର 235 ନମ୍ବର ବୁଥ୍‌ରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେହିପରି ପଦ୍ମପୁର ବିଧାନସଭା ଆସନରେ ମଧ୍ୟ ମତଦାନ ଆରମ୍ଭ ହୋଇଛି । ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ । ଏହି ନିର୍ବାଚନୀ ମଣ୍ଡଳୀଟି ମାଓ ପ୍ରବଣ ଅଞ୍ଚଳରେ ହୋଇଥିବାରୁ ଏଠାରେ ମତଦାନର ଶେଷ ସମୟ 4ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ତେବେ ଆଜିର ଏହି ସାନି ମତଦାନରେ ବରଗଡ଼ ଲୋକସଭାର ଚାରୋଟି ବୁଥର 4816 ଜଣ ଭୋଟର ମତଦାନ କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.