ETV Bharat / state

ରଥଯାତ୍ରାରେ ଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ବରଗଡ଼ ଜିଲ୍ଳା ଘେଁସ ଗ୍ରାମରେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ଚଣା ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ରଥଯାତ୍ରା ସମୟରେ ନିଜ ହାତରେ ଚଣା ତିଆରି କରି ସେ ବିକ୍ରି କରିଥାନ୍ତି । ଅଧିକ ପଢ଼ନ୍ତୁ

ଚଣା ବିକ୍ରି କଲେ ପଦ୍ମଶ୍ରୀ ହଳଧର ନାଗ
ଚଣା ବିକ୍ରି କଲେ ପଦ୍ମଶ୍ରୀ ହଳଧର ନାଗ
author img

By

Published : Jul 2, 2022, 7:22 AM IST

ବରଗଡ: ପବିତ୍ର ରଥଯାତ୍ରା ଅବସରରେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ନିଜ ଗ୍ରାମରେ ଚଣା ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜ ଗ୍ରାମରେ ପ୍ରତିବର୍ଷ ରଥଯାତ୍ରା ସମୟରେ ନିଜ ହାତରେ ଚଣା ତିଆରି କରି ସେ ବିକ୍ରି କରିଥାନ୍ତି । ବରଗଡ଼ ଜିଲ୍ଲା ଘେଁସ ଜମିଦାରଙ୍କ ଜମିଦାରୀ ସମୟରୁ ରାଜବାଟିରେ କେଉଁ ଆବାହନ କାଳରୁ ଏହି ରଥଯାତ୍ରା ପାଳନ କରାଯାଉଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ ରଥଯାତ୍ରା ସମୟରେ ଚଣା ରାନ୍ଧି ନିଜେ ବିକ୍ରି କରିବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ନୂଆ ନୁହେଁ । ତେବେ ସେ ୨୨ କିଲୋ ଚଣା ନିଜେ ରାନ୍ଧି ବିକ୍ରି କରିଥିବା ବେଳେ ଆଖପାଖ ବହୁ ଲୋକେ ତାଙ୍କ ହାତରନ୍ଧା ସୁସ୍ଵାଦୁ ଚଣା ଖାଇବାକୁ ଆସିଥିଲେ । ଆଜି ମଧ୍ୟ ଏହି ଲୋକକବିଙ୍କ ସେହି ଚଣା ବିକ୍ରି ପୁରୁଣା ପରମ୍ପରା ଜାରି ରହିଛି ।

ଚଣା ବିକ୍ରି କଲେ ପଦ୍ମଶ୍ରୀ ହଳଧର ନାଗ

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.