ETV Bharat / state

Padamapur By-Poll: ବିଜୟ ସମ୍ଭାବନା ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି କହିଲେ ସୁଧୀର

author img

By

Published : Nov 5, 2022, 5:56 PM IST

ପଦ୍ମପୁର ଉପନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଗଡ ଦଖଲ କରିବା ଲାଗି ବିଜେଡି ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରିଛି । ଇକୁଏସନ ଓ ଭାବମୂର୍ତ୍ତି ଦେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନ କରିବେ । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

Padamapur Bye Election : ଇକୁଏସନ ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି: ସୁଧୀର
Padamapur Bye Election : ଇକୁଏସନ ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି: ସୁଧୀରPadamapur Bye Election : ଇକୁଏସନ ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି: ସୁଧୀର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଗଡ ଦଖଲ କରିବା ଲାଗି ବିଜେଡି ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରିଛି । ଇକୁଏସନ ଓ ଭାବମୂର୍ତ୍ତି ଦେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନ କରିବେ । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଧୀର କୁମାର ସାମଲ ।

Padamapur Bye Election : ଇକୁଏସନ ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି: ସୁଧୀର

ସୁଧୀର କହିଛନ୍ତି ଯେ, କୌଣସି ସମୟରେ ନିର୍ବାଚନ ଲାଗି ବିଜେଡି ସବୁବେଳେ ପ୍ରସ୍ତୁତ ଥାଏ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦାୟିତ୍ୱ ନେବାଠାରୁ ବିଜେଡି ଗ୍ରାସରୁଟରେ କାର୍ଯ୍ୟ କରୁଛି । 22 ବର୍ଷ ଶାସନ ଭିତରେ ଅନେକ ନିର୍ବାଚନକୁ ବିଜେଡି ସମ୍ନା କରିଛି । ପ୍ରତ୍ୟେକ ନିର୍ବାଚନରେ ସଫଳ ମଧ୍ୟ ହୋଇଛି । ଲୋକଙ୍କ ସହିତ ଯୋଡି ହୋଇ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥାଏ ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଇସାରିଛି । ଏହା ଛଡା ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ଦଳରେ କେହି ଆଶାୟୀ ହେବା ନହେବା ତାଙ୍କ ଭିତରେ ରହେ । କିନ୍ତୁ ମୁଖ୍ୟମନ୍ତ୍ରୀ ଇକୁଏସନ ଲୋକଙ୍କ ବାର୍ତ୍ତା, ଭାବମୂର୍ତ୍ତି କଣ ଅଛି, ତାକୁ ନେଇ ପ୍ରାର୍ଥୀ ଚୟନ କରନ୍ତି । ବିଜେଡି ସାଙ୍ଗରେ ଭୋଟର, କର୍ମୀ ଓ ଲୋକ ଅଛନ୍ତି । ଗ୍ରାଉଣ୍ଡରେ ବିଜେଡି ସବୁବେଳେ ଅଛି । ପଦ୍ମପୁରରେ ବିଜେଡିର ଗ୍ରାଉଣ୍ଡ ୱାର୍କ ଚାଲୁଥିଲା । ଚାଲୁଛି ଓ ଆଗାମୀ ଦିନରେ ଚାଲିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.