ETV Bharat / state

ଭଟଲିରେ କଡା ଟକ୍କର: ସୁଶାନ୍ତ ସିଂ ବନାମ ଇରାଶିଷ ଆଚାର୍ଯ୍ୟ - bjp

ଭଟଲି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ଓ ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀ ସରୋଜ ମହାପାତ୍ର ବହୁ ପଛରେ ପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 23, 2019, 3:41 PM IST

Updated : May 23, 2019, 3:49 PM IST

ବରଗଡ: ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ ଗଣତି । ଏହି 7ଟି ଆସନ ମଧ୍ୟରୁ ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଦବଦବା ଜାରି ରହିଛି । ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ଓ ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀ ସରୋଜ ମହାପାତ୍ର ବହୁ ପଛରେ ପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଭୋଟ ଗଣତି କେନ୍ଦ୍ରରୁ ଆସିଥିବା ସୂଚନା ମୁତାବକ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 7ଗୋଟି ଗ୍ରାମରୁ ଭୋଟକୁ ଗଣି ପ୍ରକାଶିତ ରିପୋର୍ଟରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ 172 ଖଣ୍ଡ ଭୋଟରେ ଆଗୁଆ ରହିଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଇରାଶିଷଙ୍କୁ 1732 ଖଣ୍ଡ ଭୋଟ ମିଳିଥିଲାବେଳେ ସୁଶାନ୍ତଙ୍କୁ 1904 ଖଣ୍ଡ ଭୋଟ ମିଳିଛି ।

ଏଠାରେ ଶେଷ ଖବର ସୁଦ୍ଧା ରାଜ୍ୟରେ 109ଟି ବିଧାନସଭା ଆସନରେ ଆଗୁଆ ରହିଛି ବିଜେଡି । 26ଟି ଆସନରେ ବିଜେପି ଓ 13 ଟି ଆସନରେ କଂଗ୍ରେସ ଟ୍ରେଣ୍ଡ କରୁଛି । 21ଟି ଲୋକସଭା ଆସନରୁ 14ଟିରେ ବିଜେଡି ଓ 7 ଟି କଂଗ୍ରେସ ଆଗୁଆ ରହିଥିବାବେଳେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : May 23, 2019, 3:49 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.