ETV Bharat / state

ଆରମ୍ଭ ହେଲା ନାମାଙ୍କନ ଯାଞ୍ଚ ପ୍ରକ୍ରିୟା - start

ବରଗଡ ଲୋକସଭା ଓ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା । ଆଉ ବୁଧବର ଆରମ୍ଭ ହୋଇଥିଲା ନାମାଙ୍କନ ପତ୍ର ଗୁଡିକର ଯାଞ୍ଚ ପ୍ରକ୍ରିୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Mar 28, 2019, 5:29 AM IST

ବରଗଡ: ଲୋକସଭା ଓ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଳବାରନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା । ଆଉ ବୁଧବାରଆରମ୍ଭ ହୋଇଥିଲାନାମାଙ୍କନ ପତ୍ର ଗୁଡିକର ଯାଞ୍ଚ ପ୍ରକ୍ରିୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଆଜିର ଏହି ଯାଞ୍ଚ ପ୍ରକ୍ରିୟାରେ ବରଗଡ ଲୋକସଭା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ରାମ ନାରାୟଣ ପାତ୍ର ଏବଂ ଆଉ ଜଣେ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ବ୍ରଜବନ୍ଧୁ ଭୋଷାଗାରଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ସେପଟେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭକ୍ତ ବିନୋଦ ବାବା ଏବଂ ଶ୍ରୀ ଜୟଶଙ୍କର ସିହ୍ନାଙ୍କପ୍ରାର୍ଥୀ ପତ୍ର ମଧ୍ୟ ନାକଚ ହୋଇଛି | ବିଜେପୁର, ପଦ୍ମପୁର, ଅତାବିରା, ଭଟଲି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାୟମ ରହିଛି | ଏହାସହ ପ୍ରାର୍ଥୀଙ୍କର ସମ୍ପତ୍ତି ତାଲିକା ସର୍ବସାଧାରଣ କରାଯାଇଛି ।

ତେବେ ପ୍ରାର୍ଥୀଙ୍କ ଏହି ତାଲିକା ଜାଣିବା ପାଇଁ affidavit.eci.gov.in ୱେବ ସାଇଡକୁ ଲୋକେ ବ୍ୟବହାର କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:Body:

story

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.