ETV Bharat / state

ବିଜେପୁରରେ ନବୀନଙ୍କ ପ୍ରଚାର, ଉତ୍ସାହିତ ଶଙ୍ଖ ଶିବିର - naveen bijepur bypoll campaigning

ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୁଇ ଦିନିଆ ବିଜେପୁର ଗସ୍ତ ବିଜେପୁରବାସୀଙ୍କୁ ପ୍ରଭାବିତ କରୁ ବା ନକରୁ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କିଛି ଲୋକ ପ୍ରକାଶ କରୁଥିବା ବେଳେ କେତେକ କହୁଛନ୍ତି ବିଜେଡ଼ି ଲୋକଙ୍କୁ ବିକାଶ ନାଁରେ ବୋକା ବନାଇ ଚାଲିଛି ।

ନବୀନଙ୍କ ବିଜେପୁର ପ୍ରଚାର: କେତେ ପଡିବ ପ୍ରଭାବ
author img

By

Published : Oct 18, 2019, 5:42 AM IST

ବରଗଡ: ଜମୁଛି ବିଜେପୁର ପ୍ରଚାର । ନେତା ଜନତାଙ୍କୁ ଦେଖାଉଛନ୍ତି ପୁଳା ପୁଳା ସ୍ବପ୍ନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଚାର ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିଛନ୍ତି । ଆଉ ଏବେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନଙ୍କ ବିଜେପୁର ପ୍ରଚାର: କେତେ ପଡିବ ପ୍ରଭାବ

ତେବେ ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦିନିଆ ପ୍ରଚାର ଲୋକଙ୍କୁ କେତେ ପ୍ରଭାବିତ କରିବ ତାହାତ ଫଳାଫଳ କହିବ । ମାତ୍ର ଏବେ ଲୋକଙ୍କ ଏବଂ ନିର୍ବାଚନ ପ୍ରଚାରରେ ବହୁ ପଛରେ ପଡିଥିବା କଂଗ୍ରେସ ଦଳ ଜିତିବା ନିଶ୍ଚିତ ନେଇ ମତ ଦେଇଛନ୍ତି ସୁର ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୁଇଦିନିଆ ବିଜେପୁର ଗସ୍ତ ବିଜେପୁର ବାସୀଙ୍କୁ ପ୍ରଭାବିତ କରୁ ବା ନକରୁ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କିଛି ଲୋକ ପ୍ରକାଶ କରୁଥିବା ବେଳେ କେତେକ କହୁଛନ୍ତି ବିଜେଡ଼ି ଲୋକଙ୍କୁ ବିକାଶ ନାଁରେ ବୋକା ବନାଇ ଚାଲିଛି । କେବଳ ମିଥ୍ୟା ଯୋଜନା ଓ ପ୍ରତିଶ୍ରୁତି ଦେଇ ଚାଲିଛି ଏବଂ ଏଥର ଲୋକେ କାହାକୁ ଭୋଟ ଦେବେ ତାହା ମନରେ ଭାବି ସାରିଲେଣି । ଲୋକେ ବିଜେଡି ଓ ବିଜେପି ଦଳ ମଧ୍ୟରେ ଲଢେଇ ହେବାର କହୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଦଳର ନେତା ସୁର ରାଉତରାୟ କଂଗ୍ରେସ ପ୍ରାର୍ଥୀଙ୍କୁ ଲୋକେ ପସନ୍ଦ କରୁଥିବା କହୁଛନ୍ତି । ତେବେ କିଏ ପିନ୍ଧିବ ବିଜେପୁର ବିୟଜ ମୁକୁଟ ତାହା କହିବ ଫଳାଫଳ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୁଇ ଦିନିଆ ପ୍ରଚାର ଲୋକଙ୍କୁ କେତେ ବ୍ରଭାବିତ କରିବ ତାହା ଫଳାଫଳ ପରେ ହିଁ ଜଣାପଡ଼ିବ କିନ୍ତୁ ଏବେ ଲୋକଙ୍କ ଏବଂ ନିର୍ବାଚନ ପ୍ରଚାରରେ ବହୁ ପଛରେ ପଡିଥିବା କଂଗ୍ରେସ ଦଳର ମତ ରହିଛି ଭିନ୍ନ ଭିନ୍ନ ।

Body:ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୁଇଦିନିଆ ବିଜେପୁର ଗସ୍ତ ବିଜେପୁର ବାସୀଙ୍କୁ ପ୍ରଭାବିତ କରୁ ବା ନକରୁ ବିଜେଡ଼ି ର ବିଜୟ ସୁନିଶ୍ଚିତ ବୋଲି କିଛି ଲୋକ ପ୍ରକାଶ କରୁଥିବା ବେଳେ କେତେକ କହୁଛନ୍ତି ବିଜେଡ଼ି ଲୋକଙ୍କୁ ବିକାଶ ନାଁରେ ବୋକା ବନାଇ ଚାଲିଛି । କେବଳ ମିଥ୍ୟା ଯୋଜନା ଓ ପ୍ରତିଶ୍ରୁତି ଦେଇ ଚାଲିଛି ଏବଂ ଏଥର ଲୋକେ କାହାକୁ ଭୋଟ ଦେବେ ତାହା ମନରେ ଭାବି ସାରିଲେଣି ବୋଲି କହୁଛନ୍ତି । ଲୋକେ ବିଜେଡ଼ି ଓ ବିଜେପି ଦଳ ମଧ୍ୟରେ ଲଢେ଼ଇ ହେବାର କହୁଥିବା ବେଳେ କଂଗ୍ରେସ ଦଳର ନେତା ସୁର ରାଉତରାୟ କଂଗ୍ରେସ ପ୍ରାର୍ଥୀ ଙ୍କୁ ଲୋକେ ପସନ୍ଦ କରୁଥିବା କୁହନ୍ତି ।

ବାଇଟ ୧- ମୁରଲୀ ପ୍ରଧାନ ( ବରପାଳି ବାସିନ୍ଦା )
ବାଇଟ ୨- ସୁର ରାଉତରାୟ ( କଂଗ୍ରେସ )
ବାଇଟ ୩- ବିଭୁତି ଭୂଷଣ ମିଶ୍ର ( ଭୋଟର )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.