ETV Bharat / state

କୋରୋନା କଟକଣା ଭିତରେ ପାଳିତ ହେଲା ମହାଶିବରାତ୍ରି - Maha Shiv ratri was celebrated

କୋରୋନା କଟକଣା ଭିତରେ ପାଳିତ ହେଲା ମହଶିବରାତ୍ରି ପର୍ବ । ବରଗଡ ଗାଇସୀମାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ବରାଡ଼ ବାଲୁଙ୍କେଶ୍ଵର ଧାମରେ ଭକ୍ତ କୋରୋନା କଟକଣା ଭିତରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

କରୋନା କଟକଣା ଭିତରେ ପାଳିତ ହେଲା ମହା ଶିବରାତ୍ରି

author img

By

Published : Mar 11, 2021, 8:03 PM IST

ବରଗଡ : କୋରୋନା କଟକଣା ଭିତରେ ପାଳିତ ହେଲା ମହାଶିବରାତ୍ରି ପର୍ବ । ବରଗଡ ଗାଇସୀମାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ବରାଡ଼ ବାଲୁଙ୍କେଶ୍ଵର ଧାମରେ ଭକ୍ତ କୋରୋନା କଟକଣା ଭିତରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ।

କରୋନା କଟକଣା ଭିତରେ ପାଳିତ ହେଲା ମହା ଶିବରାତ୍ରି

ପଶ୍ଚିମ ଓଡିଶାର ଅଷ୍ଟ ଶମ୍ଭୁ ମଧ୍ୟରେ ଗାଇସିମାର ବରାଡ଼ ବାଲୁଙ୍କେଶ୍ଵର ଧାମ ହୋଇଥିବାରୁ ବିଗତ ଦିନ ମାନଙ୍କରେ ହଜାର ହାଜର ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିଛି । ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିବା କଟକଣା ଯୋଗୁଁ ମନ୍ଦିର ଗର୍ଭ ଗୃହ ଭିତରକୁ ଦର୍ଶକଙ୍କ ପ୍ରବେଶକୁ ନିଷେଧ କରାଯାଇଥିବାବେଳେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ମୁହଁରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରି ମନ୍ଦିର ବାହାରୁ ବାବାଙ୍କୁ ଦର୍ଶନ ପାଇଁ ବେଶ ଉତ୍ସାହିତ ଅଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.