ETV Bharat / state

ବରଗଡ କ୍ୟାନସର ହସ୍ପିଟାଲ ଦାବିରେ ଅନିର୍ଦ୍ଧିଷ୍ଟ କାଳ ଆମରଣ ଅନଶନ କରିବ କୋଶଳ ସେନା

author img

By

Published : Nov 13, 2020, 4:31 AM IST

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆସନ୍ତା 17ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବାକୁ ଯାଉଛନ୍ତି ବରଗଡର କୋଶଳ ସେନା । ଅଧିକ ପଢନ୍ତୁ...

ବରଗଡ କ୍ୟାନସର ହସ୍ପିଟାଲ ଦାବିରେ ଅନିର୍ଦ୍ଧିଷ୍ଟ କାଳ ଆମରଣ ଅନଶନ କରିବ କୋଶଳ ସେନା
ବରଗଡ କ୍ୟାନସର ହସ୍ପିଟାଲ ଦାବିରେ ଅନିର୍ଦ୍ଧିଷ୍ଟ କାଳ ଆମରଣ ଅନଶନ କରିବ କୋଶଳ ସେନା

ବରଗଡ: କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆସନ୍ତା 17ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବାକୁ ଯାଉଛନ୍ତି ବରଗଡର କୋଶଳ ସେନା । ଏନେଇ ବରଗଡରେ ଏକ ସାମ୍ବାଦିକ ସମ୍ବିଲନୀର ଆୟୋଜନ କରି ଜଣାଇଛି ଏହି ସଂଗଠନ । ତେବେ ଏହି ବୃହତ ଉଦେଶ୍ୟ ଲାଗି କରାଯାଉଥିବା ଆମରଣ ଅନଶନରେ ଜନସାଧାରଣଙ୍କ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରିଛି କୋଶଳ ସେନା ।

ବରଗଡ ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢି ବଢି ଯାଉଥିବା ବେଳେ ଅଞ୍ଚଳବାସୀ ଏକ ସ୍ବତନ୍ତ୍ର ହସ୍ପିଟାଲ ଦାବିରେ ବହୁ ବାର ଆନ୍ଦୋଳନ କରିଆସୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଦୁଇ ଥର ବରଗଡବାସୀଙ୍କୁ ପ୍ରତିଶ୍ରୃତି ଦେଇ ଭୋଟ ହାତେଇ ନେଇଗଲେ ପଛେ ହେଲେ ନିର୍ମାଣ କାମ ଆରମ୍ଭ ହେଲା ନାହିଁ | ଫଳରେ ବହୁ କ୍ୟାନସର ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥର କୋଶଳ ସେନା କିନ୍ତୁ ଅଣ୍ଟାଭିଡିଲାଣି ବୃହତ ଆନ୍ଦୋଳନ ପାଇଁ । ଯେ ପର୍ଯ୍ୟନ୍ତ ହସ୍ପିଟାଲ ନିର୍ମାଣ ଆରମ୍ଭ ନହେଉଛି ସେଯାଏଁ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇି କୋଶଳ ସେନା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.