ETV Bharat / state

ଅସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇଲେ ଡାକ୍ତର ଦମ୍ପତି - baragargh district news

ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଅସହାୟ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ବରଗଡ ସହରର ଡାକ୍ତର ଦମ୍ପତି । ଅଧିକ ପଢନ୍ତୁ...

ଅସହାୟ ପରିବାରକୁ ଡାକ୍ତର ଦମ୍ପତିଙ୍କ ଆର୍ଥିକ ସହାୟତା

author img

By

Published : Jun 1, 2021, 8:29 PM IST

ବରଗଡ : ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଅସହାୟ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ବରଗଡ ସହରର ଡାକ୍ତର ଦମ୍ପତି। ଲକଡାଉନ ସମୟରେ ଖାଦ୍ୟ ଟିକକ ପାଇଁ ହଟହଟା ହେଉଥିବା ଏହି ପରିବାରକୁ ନିହାତି ଆବଶ୍ୟକ ସମୟରେ ଡାକ୍ତର ରାଜେଶ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ ଡାକ୍ତର ସୁସ୍ମିତା ଦାସ ତ୍ରିପାଠୀ ଯେଉଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବରଗଡ ବୁଦ୍ଧିଜୀବୀ ମହଲରେ ଉଭୟ ଡାକ୍ତର ଦମ୍ପତିଙ୍କ ସମାଜସେବା କାମକୁ ଖୁବ ପ୍ରଶଂସା କରାଯାଉଛି |

ଅସହାୟ ପରିବାରକୁ ଡାକ୍ତର ଦମ୍ପତିଙ୍କ ଆର୍ଥିକ ସହାୟତା

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଗୋଟେ ଅସହାୟ ପରିବାରଙ୍କ ବିଷୟରେ ଜାଣିବା ପରେ ବରଗଡ଼ ସାଇ କୃପା ହସ୍ପିଟାଲର ମାଲିକ ଡା ରାଜେଶ ତ୍ରିପାଠୀ ଏବଂ ଡାକ୍ତର ସସ୍ମିତା ଦାସ ତ୍ରିପାଠୀ 10 ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗେଇବା ସହିତ ବିଭିନ୍ନ ସମାଜସେବୀ ସଂଗଠନ ତଥା ସରକାରଙ୍କୁ ମଧ୍ୟ ଏହି ପରିବାରକୁ ସହାୟତା ଯୋଗେଇ ଦେବାକୁ ନିବେଦନ କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.