ETV Bharat / state

ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ: ୪ ଗୁରୁତର, 20ରୁ ଊର୍ଦ୍ଧ୍ବ ଆହତ

ବରଯାତ୍ରୀ ବସ ଦୁର୍ଘଟଣା ଘଟି ୪ ଗୁରୁତର ଓ ୨୦ରୁ ଅଧିକ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ। ସମ୍ବଲପୁର ଜିଲ୍ଲା ହୀରାକୁଦରୁ ବରଗଡ଼କୁ ଆସିଥିବା ଏକ ବରଯାତ୍ରୀ ବସ ଫେରୁଥିବା ସମୟରେ ସନ୍ଧ୍ୟା ୭ ଟା ସମୟରେ ଚକୁଳି ଫାର୍ମ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

author img

By

Published : Mar 9, 2019, 3:02 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ଼: ବରଯାତ୍ରୀ ବସ ଦୁର୍ଘଟଣା ଘଟି ୪ ଗୁରୁତର ଓ ୨୦ରୁ ଅଧିକ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ। ସମ୍ବଲପୁର ଜିଲ୍ଲା ହୀରାକୁଦରୁ ବରଗଡ଼କୁ ଆସିଥିବା ଏକ ବରଯାତ୍ରୀ ବସ ଫେରୁଥିବା ସମୟରେ ସନ୍ଧ୍ୟା ୭ ଟା ସମୟରେ ଚକୁଳି ଫାର୍ମ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ଼

ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ରାସ୍ତା ଜାମକୁ ନିୟନ୍ତ୍ରଣ କରିଥିଲା ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦ୍ରୁତ ଗତିରେ ଯାଉଥିବା ଏହି ବସରେ ରହିଥିବା ୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ଉକ୍ତ ଗୁରୁତର ଯାତ୍ରୀଙ୍କୁ ବୁର୍ଲା ମେଡିକାଲକୁ ସଙ୍ଗେ ସଙ୍ଗେ ନିଆଯାଇଥିବାବେଳେ ଅନ୍ୟାନ୍ୟ ଆହତଙ୍କୁ ବରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.