ETV Bharat / state

ଭୋଟ ଦେଲେ ପ୍ରସନ୍ନ, ସ୍ନେହାଙ୍ଗିନୀ ଏବଂ ପ୍ରଦୀପ

2019 ସାଧାରଣ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆଜି ଆରମ୍ଭ ହୋଇଯାଇଛି। ଏହିକ୍ରମରେ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସର ପ୍ରଦୀପ ଦେବତା, ବିଜେପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମତଦାନ କରିଛନ୍ତିି।

author img

By

Published : Apr 18, 2019, 8:57 AM IST

Updated : Apr 18, 2019, 10:17 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: 2019 ସାଧାରଣ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆଜି ଆରମ୍ଭ ହୋଇଯାଇଛି | ତେବେ 5 ବର୍ଷ ପରେ ମତଦାନ ପାଇଁ ସମଗ୍ର ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଭାବେ ମତଦାନ କରିବାକୁ ନେଇ ବରଗଡ ଜିଲ୍ଲାର ଭୋଟର ଉତ୍ସାହିତ ଅଛନ୍ତି|

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ବିଧାନସଭାରେ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ। ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଯଥା ପଦ୍ମପୁର ଓ ଭଟଲି ନିର୍ବାଚନ ମଣ୍ଡଳୀର ଭୋଟର ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ ମତଦାନ କରିବାର ବ୍ୟବସ୍ଥା ହୋଇଛି |

ବରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସ୍ଥାନୀୟ ବରଗଡ଼ ବ୍ରହ୍ମଚାରୀ ସ୍କୁଲରେ ମତଦାନ କରିଛନ୍ତି । ସେହିପରି କଂଗ୍ରେସର ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ରଂଘରପଡା ସ୍କୁଲରେ ଏବଂ ବିଜେପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମତଦାନ କରିଛନ୍ତିି।

ବରଗଡରୁ ରାଜେଶ ସରାପ୍, ଈଟିଭି ଭାରତ

Intro:Body:

blank

Conclusion:
Last Updated : Apr 18, 2019, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.