ETV Bharat / state

ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ: ଅରୁଣ ସିଂ

ବିଜେପୁର ବିଜୟ ପାଇଁ ଚାଲିଛି ମାରାଥନ ପ୍ରଚାର । ତିନି ଦଳ ଏବେ ମୈଦାନରେ ମୁହାଁମୁହିଁ । ଅରୁଣ ସିଂ କହିଲେ ବିଜେପିର ବିଜୟ ସୁନିଶ୍ଚିତ । ଅଧିକ ପଢନ୍ତୁ...

author img

By

Published : Oct 16, 2019, 10:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର । 3ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବୁଧବାର ବିଜେପିର ପ୍ରଚାର ନେତୃତ୍ବ ନେଇଥିଲେ ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଏହି ଅବସରରେ ଅରୁଣ ବିଜେପୁରରେ ପ୍ରଚାର ଅଭିଯାନକୁ ବଳ ଯୋଗାଇଛନ୍ତି । ଏହାସହ ଦଳୀୟ ନେତାଙ୍କୁ ନେଇ ପ୍ରଚାର ଜୋରଦାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ବିଜୟ ସୁନିଶ୍ଚିତ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏହାସହ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଅରୁଣ । ସାଧାରଣ ନିର୍ବାଚନ ଓ ଉପ-ନିର୍ବାଚନରେ ଆକାଶ ପାତାଳ ଫରକ ଅଛି ବୋଲି କହିଛନ୍ତି ସେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପି ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂ ବିଜେପୁର ଉପନିର୍ବାଚନରେ ବିଜେପି ର ବିଜୟ ନିଶ୍ଚୟ ବୋଲି କହିଛନ୍ତି । ବିଜେପୁର ଅଞ୍ଚଳରେ ତାଙ୍କର ସମୀକ୍ଷା ପରେ ସେ କହିଛନ୍ତି ଯେ ଗତ ଉପନିର୍ବାଚନ ଏବଂ ଆଜିର ଏହି ଉପନିର୍ବାଚନ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି ।

Body:ବିଜେପୁର ଉପନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ଗୋଟେ ପଟେ ବିଜେପି ଦଳରୁ ନେତା ମାନଙ୍କ ଇସ୍ତାଫା ଦେବା ସଂଖ୍ୟା ବଢ଼ିଚାଲିଛି ଅନ୍ୟପଟେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଇସ୍ତଫା ଦେଇଥିବା ନେତା ଓ କର୍ମୀ ବିଜେଡ଼ି ଦଳ ପାଇଁ ପ୍ରଚାର କରିବାରେ ଲାଗିଲେଣି । ଏପରି ପରିସ୍ଥିତିରେ ଦାମ ରାଉତ ମଧ୍ୟ ଆଜି ବିଜେପି ଦଳ ଛାଡ଼ି ଦେବାଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେପି ଦଳ ପକ୍ଷରୁ ଏହାର କୌଣସି ପ୍ରଭାବ ବିଜେପୁର ଉପନିର୍ବାଚନରେ ପଡିବ ନାହିଁ ବୋଲି ଅରୁଣ ସିଂ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି । ଅପର ପକ୍ଷେ ନବୀନ ପଟ୍ଟନାୟକଙ୍କର ବିଜେପୁର ଗସ୍ତ ଉପରେ ମଧ୍ୟ ସେ ମନ୍ତବ୍ୟ ରଖିଛନ୍ତି ଯେ ନବୀନ ଙ୍କର ବିଜେପୁର କୁ ଗସ୍ତ ଏଠାକାର ଲୋକଙ୍କୁ ପ୍ରଭାବିତ କରିପାରିବ ନାହିଁ ।

ବାଇଟ ୧- ଅରୁଣ ସିଂ ( ରାଷ୍ଟ୍ରୀୟ ସମ୍ପାଦକ, ଓଡ଼ିଶା ପ୍ରଭାରୀ ବିଜେପି)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.