ETV Bharat / state

ବିଜେପୁର ଉପନିର୍ବାଚନ: ଦାଖଲ ହୋଇଥିବା ଦୁଇ ପ୍ରାର୍ଥୀପତ୍ର ନାକଚ

ବିଜେପୁର ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ଦୁଇ ପ୍ରାର୍ଥୀପତ୍ର ନାକଚ। ଆସନ୍ତା ଅକ୍ଟୋବର 21 ତାରିଖରେ ବିଜେପୁରରେ ଉପନିର୍ବାଚନ ।

author img

By

Published : Oct 2, 2019, 2:31 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ବରଗଡ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଦାଖଲ କରାଯାଇଥିବା ସମୁଦାୟ ୭ ଗୋଟି ପ୍ରାର୍ଥୀପତ୍ର ମଧ୍ୟରୁ ଦୁଇ ଗୋଟି ପ୍ରାର୍ଥୀ ପାତ୍ର ନାକଚ ହୋଇଯାଇଛି । ଅବଶିଷ୍ଠ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ସ୍ଥାୟୀ ରହିଛି । ଆସନ୍ତା ଅକ୍ଟୋବର 21 ତାରିଖରେ ବିଜେପୁରରେ ହେବାକୁଥିବା ଉପନିର୍ବାଚନ ପାଇଁ ମୋଟ ସାତ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ।

ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ସମସ୍ତ ପ୍ରାର୍ଥୀ ଶେଷ ଦିନରେ ହିଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମେ କଂଗ୍ରେସ ଦଳ ଓ ପରେ ବିଜେପି ଏବଂ ବିଜେଡି ଦଳ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସମାଜବାଦୀ ପାର୍ଟି , ଅଖିଲ ଭାରତ ହିନ୍ଦୁ ମହାସଭା ସହିତ ଅନ୍ୟ ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବରଗଡ

ତେବେ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ରହିଥିବା ବେଳେ ଦୁଇ ଜଣଙ୍କ ନାମାଙ୍କନପତ୍ର ପଦ୍ମପୁର ଉପ ଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର ତନ୍ମୟ କୁମାର ଦରୁଆନ ଖାରଜ କରିଥିବା ଜଣାପଡିଛି । ସମାଜବାଦୀ ପାର୍ଟିର ଗଙ୍ଗାଧର ପୂଜାରୀ ଏବଂ ସ୍ୱାଧିନ ପ୍ରାର୍ଥୀ ଡ଼ୋଲାମଣି ବେହେରାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି ଏବଂ ସମୁଦାୟ ସାତ ଜଣଙ୍କ ମଧ୍ୟରୁ ଅବଶିଷ୍ଟ ପାଞ୍ଚ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଦାଖଲ କରାଯାଇଥିବା ସମୁଦାଯ ୭ ଗୋଟି ପ୍ରାର୍ଥୀପାତ୍ର ମଧ୍ୟରୁ ଦୁଇ ଗୋଟି ପ୍ରାର୍ଥୀ ପାତ୍ର ନାକଜ ହୋଇଯାଇଛି | ଆବାସିଷ୍ଠ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପାତ୍ର ସ୍ଥାୟୀ ରହିଛି | Body:ଆସନ୍ତା ଅକ୍ଟୋବର 21 ତାରିଖରେ ବିଜେପୁରରେ ହେବାକୁଥିବା ଉପନିର୍ବାଚନ ପାଇଁ ମୋଟ ସାତ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା | ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିକ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ସମସ୍ତ ପ୍ରାର୍ଥୀ ଶେଷ ଦିନରେ ହିଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ | ପ୍ରଥମେ କଂଗ୍ରେସ ଦଳ ଓ ପରେ ବିଜେପି ଏବଂ ବିଜେଡି ଦଳ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ସମାଜବାଦୀ ପାର୍ଟି , ଅଖିଲ ଭାରତ ହିନ୍ଦୁ ମହାସଭା ସହିତ ଅନ୍ୟ ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ | ତେବେ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ରହିଥିବା ବେଳେ ଦୁଇ ଜଣଙ୍କ ନାମାଙ୍କନପତ୍ର ପଦ୍ମପୁର ଉପ ଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର ତନ୍ମୟ କୁମାର ଦରୁଆନ ଖାରଜ କରିଥିବା ଜଣାପଡିଛି । ସମାଜବାଦୀ ପାର୍ଟିର ଗଙ୍ଗାଧର ପୂଜାରୀ ଏବଂ ସ୍ୱାଧିନ ପ୍ରାର୍ଥୀ ଡ଼ୋଲାମଣି ବେହେରାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି ଏବଂ ସମୁଦାୟ ସାତ ଜଣଙ୍କ ମଧ୍ୟରୁ ଅବଶିଷ୍ଟ ପାଞ୍ଚ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.