ETV Bharat / state

ବିଜେପୁର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଏହି ମତଦାନ ପ୍ରକ୍ରିୟା । ତେବେ ଅପରାହ୍ନ 3 ଟା ସୁଦ୍ଧା 56.5 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

author img

By

Published : Oct 21, 2019, 4:29 PM IST

ଡିଜାଇନ ଫଟୋ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ସାତଟାରୁ ମତଦାନ ଚାଲିଥିବାବେଳେ ଅପରାହ୍ନ 3 ଟା ସୁଦ୍ଧା 56.5 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

285ଟି ବୁଥ୍‌ରେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଜଣାପଡିଛି । ସେପଟେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହେଉଛି । ଗାଇସିଲଟ ବ୍ଲକର 6ଟି ବୁଥ୍‌ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବରଗଡ ଏସପି ପଦ୍ମିନୀ ସାହୁ କହିଛନ୍ତି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀରରେ ଆଜି ହେଉଛି ଉପନିର୍ବାଚନ ଏବଂ ଏଥିପାଇଁ ସକାଳ ୭ ଟାରୁ ଚାଲିଛି ମତଦାନ ଚାଲିଛି ।ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ମତଦାନ ହେବାକୁ ଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ଜଣାପଡିଛି ।
Body:ତେବେ ସମସ୍ତ ଯାକ ବୁଥରେ ବେଶ ସୁନ୍ଦର ଭାବେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା କହିଛନ୍ତି ବରଗଡ଼ ଏସ୍ ପି ପଦ୍ମିନୀ ସାହୁ ।
ଗାଇସିଲେଟ ବ୍ଲକର ୬ ଗୋଟି ବୁଥ ମାଓବାଦୀ ପ୍ରବଣ ଅଞ୍ଚଳରେ ରହିଥିବା ବେଳେ ସେଠାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ପ୍ରକ୍ରିୟା ଚାଲୁରହିଥିବା କହିଛନ୍ତି ଏସପି ।
ବାଇଟ ୧- ପଦ୍ମିନୀ ସାହୁ ( ଏସପି, ବରଗଡ଼)
Mojo ରେ ଯାଇଛି ବାଇଟ ଓ ଭିଡ଼ିଓConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.