ETV Bharat / state

Road Accident: ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ - one man death in a road accident

ବରଗଡ଼ ଜିଲ୍ଲାର ବରପାଲି ରାସ୍ତାରେ ସଡ଼କ ଦୁର୍ଘଟଣା । କାର ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ

Road Accident: ଜଣେ ମୃତ, ଉତ୍ୟେକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : Mar 9, 2022, 10:41 PM IST

ବରଗଡ଼: ବରଗଡ଼ ବରପାଲି ରାସ୍ତାରେ ସଡ଼କ ଦୁର୍ଘଟଣା । କାର ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ରାସ୍ତାରୋକ ।

Road Accident: ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସେହିପରି କ୍ଷତିପୂରଣ ଦାବି କରି ବରପାଲି ଓ ବରଗଡ଼ ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦୋଳନ କଲେ କୁସନପୂରୀ ଗ୍ରାମବାସୀ । ସୂଚନା ଅନୁଯାୟୀ ବରଗଡ଼ରୁ ବରପାଲି ରାସ୍ତାରେ ଥିବା କୁସନପୁରୀ ଗ୍ରାମର ଜଣେ ବୃଦ୍ଧ ଗାଈ ଚରାଇବାକୁ ଯାଇଥିବାବେଳେ ରାସ୍ତା ପାର ହେବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ବୃଦ୍ଧଙ୍କ ଉପରକୁ ଚଢ଼ି ଯାଇଥିଲା । ତେବେ ବୃଦ୍ଧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

ଏପଟେ ଉତ୍ତ୍ୟକ୍ତ ଗ୍ରାମବାସୀ ବରଗଡ଼ରୁ ବରପାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ମୃତ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ରାସ୍ତାରେ ହମ୍ସ ତିଆରି କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଘଣ୍ଟା ଧରି ରାସ୍ତାରୋକ ଫଳରେ ଶତାଧିକ ଯାନବାହନ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି । ଅନ୍ୟପଟେ ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବିଫଳ ହୋଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.