ETV Bharat / state

ରେଳଧାରଣାରୁ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର - railway line

ରେଳ ଲାଇନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ କରୁଛି ବରଗଡ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 1, 2019, 8:14 PM IST

Updated : Jul 1, 2019, 8:35 PM IST

ବରଗଡ: ଭଟିଗାଁ ରେଳଲାଇନରୁ ମିଳିଛି ମୃତଦେହ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ବୃଦ୍ଧଙ୍କ ବୟସ 60 ରୁ 65 ବର୍ଷ ହୋଇଥିବା ଅନୁମାନ କରାଯାଉଛି ।

ବଲାଙ୍ଗୀର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପ୍ରାଥମିକ ତଦନ୍ତରୁ ବୃଦ୍ଧ ଜଣକ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀର ରେଳବାଇ ପୋଲିସ ପକ୍ଷରୁ ASI ବିଶିକେଶନ ସାହୁଙ୍କ ନେତୃତ୍ଵରେ ମୃତଦେହକୁ ମହାପରାୟଣ ଗାଡିରେ ବଲାଙ୍ଗୀର ନିଆଯାଇଛି ।

ତେବେ କେଉଁ କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଜଣାପଡି ନଥିଲେ ମଧ୍ୟ ଟ୍ରେନରେ କଟି ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାର ଉଭୟ ପାର୍ଶ୍ବରେ ପଡିରହିଥିବା ଦେଖିବାକୁ ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||

 ବରଗଡ ନିକଟରେ ରେଳ ଧାରଣାରେ ଅଜଣା ବୃଦ୍ଧର ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର - ବରଗଡ଼ ରେଳ ଲାଇନ୍ ର ଭଟି ଗାଁ ଠାରେ ମିଲିଛି ମୃତଦେହ । ମୃତକ ଙ୍କ ପରିଚୟ ମିଲି ନ ଥିବା ବେଳେ ବୃଦ୍ଧ ର ବୟସ 60 ରୁ 65 ହୋଇଥିବା ଅନୁମାନ କରାଯାଉଛି  । ବଲାଙ୍ଗୀର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ବୃଦ୍ଧ ଜଣକ କୌଣସି କାରଣ ରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀର ରେଳବାଇ ପୋଲିସ ପକ୍ଷରୁ ASI ବିଶିକେଶନ ସାହୁ ଙ୍କ ନେତୃତ୍ଵରେ ଆସି ମହାପରାୟଣ ଗାଡି ରେ ବଲାଙ୍ଗୀର ନିଆଯାଇଛି | ବୃଦ୍ଧ ଜଣକ ଧଳା ରଙ୍ଗ ର ଧୋତି ପିନ୍ଧିଛି | ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡିଛି ନ ଥିଲେ ମଧ୍ୟ ଟ୍ରେନରେ କଟି ବୃଦ୍ଧ ର ଦେହ ରେଳ ଧାରଣାର ଉଭୟ ପାର୍ଶ୍ବରେ ପଡିରହିଥିଲା | 
Last Updated : Jul 1, 2019, 8:35 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.