ETV Bharat / state

ବରଗଡରେ ଆଉ 98 ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା 6675କୁ ବୃଦ୍ଧି - baragarh corona update

ଜିଲ୍ଲାରେ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 13 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବରଗଡରେ ଆଉ 98 ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା 6675କୁ ବୃଦ୍ଧି

author img

By

Published : Oct 4, 2020, 10:39 AM IST

ବରଗଡ: ଜିଲ୍ଲାରେ ଶନିବାର ଆଉ 98 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଜଣେ 5 ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । ଯାହାକୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6675 ରେ ପହଞ୍ଚିଛି |

ବରଗଡରେ ଆଉ 98 ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା 6675କୁ ବୃଦ୍ଧି

ଜିଲ୍ଲାରେ ପୂର୍ବପରି ଅଧିକ ମାତ୍ରାରେ ସ୍ଵାବ ଟେଷ୍ଟ କରାଯାଉନଥିଲେ ମଧ୍ୟ ପ୍ରତିଦିନ ଶତାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6674ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 13 କୁ ବୃଦ୍ଧି ପାଇଛି । ଅନ୍ୟପଟେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 5716 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.