ETV Bharat / state

ବରଗଡ ଜିଲ୍ଲାରୁ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ - 169 new corona positive reported in baragada

ଗୁରୁବାର ବରଗଡ ଜିଲ୍ଲାରେ ପୁଣି ନୂତନ ୧୬୯ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ୧୬୯ ସଂକ୍ରମିତଙ୍କ ମଧ୍ୟରୁ କେବଳ ବରଗଡ ମ୍ୟୁନସିପାଲିଟି ଅଞ୍ଚଳରେ ହିଁ ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବରଗଡ ବ୍ଲକରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

169 new corona positive reported in baragada
ଗୁରୁବାର ବରଗଡ ଜିଲ୍ଲାରୁ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Sep 10, 2020, 10:50 PM IST

ବରଗଡ: ଗୁରୁବାର ଜିଲ୍ଲାରେ ପୁଣି ନୂତନ ୧୬୯ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ୧୬୯ ସଂକ୍ରମିତଙ୍କ ମଧ୍ୟରୁ କେବଳ ବରଗଡ ମ୍ୟୁନସିପାଲିଟି ଅଞ୍ଚଳରୁ ହିଁ ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବରଗଡ ବ୍ଲକରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ବରଗଡ ଜିଲ୍ଲାରୁ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ

ତେବେ ବରଗଡ ସହରରେ ଏତେ ସଂଖ୍ୟାରେ ପଜିଟିଭ ବଢି ଚାଲିଥିବା ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୨୫୫ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ୧୬୭୮ ଜଣ ସକ୍ରିୟ ଅଛନ୍ତି ଏବଂ ସମୁଦାୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୨ରେ ପହଞ୍ଚିଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାସ ଜଣାଇଛନ୍ତି ।

ଆଜି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବହୁ କର୍ମଚାରୀମାନଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିବାପରେ ବରଗଡ ଟୁକୁଲ୍ଲା ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ତେବେ ସମସ୍ତ ରୋଗୀ ବରଗଡ ଟାଉନସ୍ଥିତ ପୁରୁଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାକୁ ବରଗଡ CDMO ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.