ETV Bharat / state

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ବାଲେଶ୍ବରରେ ଦୀପାବଳି ନେଇ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ । ମାଟିଦୀପ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଦୀପ, ସଳିତା ଓ ତେଲ ଦାନ କରି ସେମାନଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।

author img

By

Published : Oct 26, 2019, 6:01 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: କିଛି ଯୁବକ ଏକ ଅଭିନବ ଉପାୟରେ ଆଲୋକର ପର୍ବ ଦିପାବଳି ପାଳନ ନେଇ ସଚେତନ କରାଇବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରେ ଯୁବ ସମାଜସେବୀ ନନ୍ଦ କିଶୋର ମହାନ୍ତିଙ୍କ ନେତୃତ୍ବରେ ଯୁବଗୋଷ୍ଠୀ ସହରର ନୂଆ ବଜାରରେ ପହଞ୍ଚିଥିଲେ । ସେଠାରେ ମାଟି ଦୀପ ବିକୁଥିବା ଦୋକାନିମାନଙ୍କ ଠାରୁ ଦୀପ କିଣିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ । ଦିପାବଳୀ ପାଇଁ ଚାଇନା ଦ୍ରବ୍ୟ ବର୍ଜନ କରି ମାଟି ଦୀପ ବ୍ୟବହାର ପାଇଁ ଯୁବଗୋଷ୍ଠୀ ଆହ୍ବାନ ଦେଇଛନ୍ତି ।

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ଏହାପରେ ଯୁବଗୋଷ୍ଠୀ ମାଟି ଦୀପ, ସଳିତା ଓ ତେଲ ନେଇ ବାମପଦା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଦାନ କରିଥିଲେ । ଘର ଛାଡ଼ି କୁଷ୍ଠାଶ୍ରମରେ ଏକୁଟିଆ ରହୁଥିବା ଅନ୍ତେବାସୀଙ୍କ ଦୀପାବଳି ଖୁସିରେ କଟିବା ପାଇଁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରର କିଛି ଯୁବକମାନେ ଆଜି ଏକ ଅଭିନବ ଉପାୟରେ ସଚେତନ କରାଇବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇଥିବା ଦେଖିବାକୁ ମିଳିଛି।

Body:ଯୁବ ସମାଜସେବୀ ନନ୍ଦ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆଜି ଯୁବଗୋଷ୍ଠୀ ସହରର ନୂଆ ବଜାରରେ ପହଞ୍ଚିଥିଲେ। ସେଠାରେ ମାଟି ଦୀପ ବିକୁଥିବା ଦୋକାନିମାନଙ୍କ ଠାରୁ କିଣିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ। ଏହାସହ ମାଟିଦୀପ କିଣୁଥିବା ଲୋକମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଚାଇନା ଦ୍ରବ୍ୟ ବର୍ଜନ କରି ମାଟି ଦୀପ ବ୍ୟବହାର ପାଇଁ ଯୁବଗୋଷ୍ଠୀ ଆହ୍ବାନ ଦେଇଥିଲେ।

Conclusion:ଏହାପରେ ଯୁବଗୋଷ୍ଠୀ ମାଟି ଦୀପ, ସଳିତା ଓ ତେଲ ନେଇ ବାମ ପଦା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଦାନ କରିଥିଲେ। ଘର ଛାଡ଼ି କୁଷ୍ଠାଶ୍ରମରେ ଏକୁଟିଆ ରହୁଥିବା ଅନ୍ତେବାସୀଙ୍କ ଦୀପାବଳି ଖୁସି ରେ କଟିବା ପାଇଁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଆଲୋକର ପର୍ବ ଦୀପାବଳି ରେ ସବୁଠି ଆଲୋକ ହେଉ ଏହାହିଁ ଯୁବଗୋଷ୍ଠୀ ଆହ୍ବାନ ଦେଇଥିଲେ।
ବାଇଟ1- ନନ୍ଦ କିଶୋର ମହାନ୍ତି(ଯୁବ ସମାଜସେବୀ)
ବାଇଟ2- ମାଟି ଦୀପ ଦୋକାନୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.