ETV Bharat / state

କ୍ବାରେଣ୍ଟାଇନରେ ସେଣ୍ଟରରେ ଦୁନିଆ ଦେଖିଲା ଶିଶୁକନ୍ୟା - quarantine Centre

ବାଲେଶ୍ଵର ଔପଦା ବ୍ଲକ ଅଞ୍ଚଳର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଅଧିକ ପଢନ୍ତୁ..

କ୍ବାରେଣ୍ଟାଇନରେ ସେଣ୍ଟରରେ ଦୁନିଆ ଦେଖିଲା ଶିଶୁକନ୍ୟା

author img

By

Published : May 14, 2020, 5:09 PM IST

ବାଲେଶ୍ଵର: ଜିଲ୍ଲାର ଔପଦା ବ୍ଲକ ଅଞ୍ଚଳର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

କ୍ବାରେଣ୍ଟାଇନରେ ସେଣ୍ଟରରେ ଦୁନିଆ ଦେଖିଲା ଶିଶୁକନ୍ୟା

ସୂଚନା ଅନୁସାରେ, ଔପଦା ବ୍ଲକ ପଥରପଦା ଅଞ୍ଚଳର ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ପଶ୍ଚିମବଙ୍ଗରୁ ବସରେ ଆସି ସୋରରେ ପହଞ୍ଚିଥିଲେ। ସେଠାରୁ ସେ ଚାଲିଚାଲି ଔପଦାର ପହଞ୍ଚିବା ପରେ ତାଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।

ତେବେ 13 ତାରିଖ ବିଳମ୍ବିତ ରାତିରେ ମହିଳା ଜଣଙ୍କ ପ୍ରସବ ବେଦନା ହେବାପରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ଔପଦା ମେଡିକାଲ ଟିମ ଓ ଡାକ୍ତର କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏବେ ମହିଳା ଜଣଙ୍କ ନିଜ ଘରେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.