ETV Bharat / state

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଅଳଙ୍କାର - woman brutally attacked in balasore

ବାଲେଶ୍ବର ଜିଲ୍ଲା ମହୁମୁହାଣ ଗ୍ରାମ ପଞ୍ଚାୟତର ପତୁପପାଳ ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଲୁହା ରଡରେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରୁ ବର୍ତ୍ତିପାରିଲେନି ବାପା ଓ ଭାଇ ।

ଡିଜାଇନ ଫଟୋ
author img

By

Published : Jul 24, 2019, 12:28 PM IST

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଅଳଙ୍କାର ସହ ସୁନା କାନଫୁଲ ଲୁଟି ନେଲେ ଆକ୍ରମଣକାରୀ । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ବାପା ଓ ଭାଇ ମଧ୍ୟ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନସ୍ଥ ପତୁପପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆହତ ମହିଳା ହେଲେ ସନ୍ଧ୍ୟାରାଣୀ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ସନ୍ଧ୍ୟା 10 ହଜାର ଟଙ୍କା ନେଇ ମହିଳା ଗ୍ରୁପକୁ ଯାଉଥିବାବେଳେ ହଠାତ୍ ତାଙ୍କ ପଡୋଶୀ ସଂଘବଦ୍ଧ ଭାବେ ଲୁହା ରଡରେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଠାରୁ ଟଙ୍କା ଓ ସୁନା ଅଳଙ୍କାର ମଧ୍ୟ ଛଡାଇ ନେଇଥିଲେ । ଏପଟେ ଭଉଣୀକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଭାଇ ନିରାକାର ଓ ବାପା ଭାସ୍କର ଜେନା ।

ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଛାଡି ନଥିଲେ । ପଡୋଶୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ଉଭୟେ । ତେବେ ଗ୍ରାମବାସୀ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.