ETV Bharat / state

ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଓଭରବ୍ରିଜ, 5 ଘଣ୍ଟା ଟ୍ରେନ ଚଳାଚଳ ବାତିଲ - ରେଳ ଫାଟକରେ ଭୁଶୁଡ଼ିଲା ଲୁହାବିମ

ବାଲେଶ୍ବର ଜିଲ୍ଲା ଶୋଭାରମପୁର ରେଳ ଫାଟକରେ ଅଘଟଣ । ଓଭରବ୍ରିଜ କାମ ଚାଲିଥିଲାବେଳେ ଭୁଶୁଡ଼ିଲା ଲୁହାବିମ । ଫଳରେ 5 ଘଣ୍ଟା ଟ୍ରେନ ଚଳାଚଳ ବାତିଲ କରାଯାଇଛି ।

train over bridge collapsed in balasore
ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଓଭର ବ୍ରିଜ, 5 ଘଣ୍ଟା ଟ୍ରେନ ଚଳାଚଳ ବାତିଲ
author img

By

Published : Dec 29, 2019, 1:33 PM IST

ବାଲେଶ୍ବର: ସହରର ଶୋଭାରମପୁର ରେଳ ଫାଟକ ଠାରେ ଓଭର ବ୍ରିଜ କାମ ଚାଲୁଥିବା ବେଳେ ଘଟିଛି ଅଘଟଣ। କ୍ରେନ ସାହାଯ୍ୟରେ ବ୍ରିଜ ଉପରକୁ ଲୁହାବିମ ଉଠାଇବାବେଳେ ଖସି ପଡ଼ିଥିଲା। ଏତିକି ବେଳେ ଏହି ବ୍ରିଡ ତଳେ କେହି ନଥିବାରୁ କାହାରି କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି। ସେପଟେ ଏହି ଅଘଟଣ ଯୋଗୁଁ 5 ଘଣ୍ଟା ରେଳ ଚଳାଚଳ ବାତିଲ କରାଯାଇଛି ।

ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଓଭର ବ୍ରିଜ, 5 ଘଣ୍ଟା ଟ୍ରେନ ଚଳାଚଳ ବାତିଲ

ଦିନ 11 ଟା30 ବେଳେ ରେଳ ଓଭର ବ୍ରିଜ କାମ ଚାଲୁଥିବା ବେଳେ ଉଭୟ ପାର୍ଶ୍ବକୁ ସଂଯୋଗ କରୁଥିବା 6 ଟି ଲୁହା ବିମ ମଧ୍ୟରୁ ଗୋଟିଏ ବିମ ଖସି ପଡ଼ିଥିଲା। ସୌଭାଗ୍ୟ ବଶତଃ ତଳେ କେହି ନଥିବା ବେଳେ ବିଦ୍ୟୁତ ତାର ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି । ଯାହାଦ୍ବାରା ଖଡ଼ଗପୁରରୁ ଭୁବନେଶ୍ବର ଯାଏଁ ଟ୍ରେନ ଚଳାଚଳ 5 ଘଣ୍ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ବ୍ରିଜରେ ଲାଗିଥିବା ସମସ୍ତ ବିମ ହଟା ଯାଇ ଆଉ ଥରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସହରର ଶୋଭାରମପୁର ରେଳ ଫାଟକ ଠାରେ ଓଭର ବ୍ରିଜ କାମ ଚାଲୁଥିବା ବେଳେ ଘଟିଛି ଅଘଟଣ। କ୍ରେନ ସାହାଯ୍ୟରେ ବ୍ରିଜ ଉପରକୁ ଲୁହାବିମ ଉଠାଇବା ବେଳେ ଖସି ପଡ଼ିଥିଲା। ଏତିକିବେଳେ ତଳେ କେହି ନ ଥିବାରୁ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।

Body:ଆଜି ଦିନ 11 ଟା30 ବେଳେ ରେଳ ଓଭର ବ୍ରିଜ କାମ ଚାଲୁଥିବା ବେଳେ ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା 6 ଟି ଲୁହା ବିମ ମଧ୍ୟରୁ ଗୋଟିଏ ବିମ ଖସି ପଡ଼ିଥିଲା। ସୌଭାଗ୍ୟ ବଶତଃ ତଳେ କେହି ନଥିବା ବେଳେ ବିଦ୍ୟୁତ ତାର ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି। ଯାହାଦ୍ୱାରା ଖଡ଼ଗପୁରରୁ ଭୁବନେଶ୍ୱର ଯାଏ ଟ୍ରେନ ଚଳାଚଳ 5 ଘଣ୍ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

Conclusion:ଲାଗିଥିବା ସମସ୍ତ ବିମ ହଟା ଯାଇ ଆଉଥରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି।
ବାଇଟ-
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.