ETV Bharat / state

ପାଟନା ଏନ୍ନାକୁଲମ ଏକ୍ସପ୍ରେସରୁ 3 ଲୁଟେରା ଗିରଫ

author img

By

Published : Feb 14, 2020, 4:39 PM IST

3 ଟ୍ରେନ ଲୁଟେରା ଗିରଫ ସହ ମାରଣାସ୍ତ୍ର ଓ ଅଳଙ୍କାର ଜବତ । ଅଧିକ ପଢନ୍ତୁ.....

train lootera arrested
ଟ୍ରେନ ଲୁଟେରା ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନରୁ 3ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ପାଟନା ଏନ୍ନାକୁଲମ ଏକ୍ସପ୍ରେସରୁ ଖଡଗପୁର ଆରପିଏଫ ଓ ଏସଟିଏଫ ମିଳିତ ଚଢାଉ କରି 3ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଥରପୁରା ଗାଁର ଲକ୍ଷ୍ମୀକାନ୍ତ ସାହୁ, ଖଡଗପୁର ନିକଟ ମାଦପୁର ଗାଁର ସେକ ଆତାବୁଲ ଓ ମେଦିନାପୁର ନିକଟ ରାମଚନ୍ଦ୍ରପୁର ଗାଁର ସେକ ସାହା ଆଲମ୍ ବୋଲି ଜଣାପଡିଛି ।

ଟ୍ରେନ ଲୁଟେରା ଗିରଫ

ସେମାନଙ୍କ ନିକଟରୁ 6ଟି ମୋବାଇଲ, ଛୁରୀ, ଖୁର, 2ହଜାର ଟଙ୍କା ଓ ସୁନା ଜବତ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.