ETV Bharat / state

ବୋଲବମ ସ୍ବର, ଗେରୁଆମୟ ହେଲା ପଞ୍ଚଲିଙ୍ଗେଶ୍ବର - devotess

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏନେଇ ସମସ୍ତ ଶୈବ ପୀଠରେ ଶିବ ଭକ୍ତଙ୍କ ଖଚାଖଚ ଭିଡ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Jul 29, 2019, 2:03 PM IST

ବାଲେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏନେଇ ସମସ୍ତ ଶୈବ ପୀଠରେ ଶିବ ଭକ୍ତଙ୍କ ଖଚାଖଚ ଭିଡ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଭିଡ଼ ଲାଗିଥିବା ସହ ଜଳାଭିଷେକ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ଵରର ବୁଢ଼ାବଳଙ୍ଗ ନଦୀର ବାଲିଘାଟ, ସୋନ ନଦୀର କାଠପାଳ, ମୟୂରଭଞ୍ଜର ସୋନନଦୀ, ଝରଣାଘାଟୀ, କଲରାପାଳ ନଈ ଆଦି ବିଭିନ୍ନ ଘାଟରୁ ମାନସିକ ଧାରୀମାନେ ପୂଜାର୍ଚ୍ଚନା କରି ବାହୁଙ୍ଗୀରେ ମାନସିକ ଜଳ ଉଠାଇଛନ୍ତି । ଏହାସହ ତୁଣ୍ଡରେ ଶିବ ନାମକୁ ଧରି ବାବାଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରି ନିଜ ନିଜର ମାନସିକ ପୂରଣ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଙ୍କ ଭିଡ଼ ଲାଗିଥିବା ସହ ଜଳାଭିଷେକ କରିଛନ୍ତି।

ବାଲେଶ୍ଵରର ବୁଢ଼ାବଳଙ୍ଗ ନଦୀର ବାଲିଘାଟ, ସୋନ ନଦୀର କାଠପାଳ, ମୟୁରଭଞ୍ଜର ସୋନନଦୀ, ଝରଣାଘାଟୀ, କଲରାପାଳ ନଈ ଆଦି ବିଭିନ୍ନ ଘାଟରୁ ମାନସିକ ଧାରୀ ମାନେ ପୂଜାର୍ଚ୍ଚନା କରି ବାହୁଙ୍ଗୀରେ ମାନସିକ ଜଳକୁ କାନ୍ଧରେ ଧରି ଶିବ ନାମକୁ ତୁଣ୍ଡରେ ଧରି ବାବାଙ୍କ ପୀଠରେ ପହଂଚି ଜଳାଭିଷେକ କରି ନିଜନିଜର ମାନସିକ ପୂରଣ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.