ETV Bharat / state

ବଢୁଛି ଜଳକା ନଦୀର ଜଳସ୍ତର - Jhalaka river is rising in balasore

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ମଥାନୀ ଠାରେ ବିପଦ ସଙ୍କେତ 5.50 ଥିବାବେଳେ 6.3 ମିଟରରେ ଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଢୁଛି ଜଳକା ନଦୀର ଜଳସ୍ତର
ବଢୁଛି ଜଳକା ନଦୀର ଜଳସ୍ତର
author img

By

Published : Aug 16, 2020, 6:04 PM IST

Updated : Aug 16, 2020, 7:16 PM IST

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଶନବାରଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥର ବଢିବାରେ ଲାଗିଛି । ନଦୀର ମଥାନୀ ଠାରେ ବିପଦ ସଙ୍କେତ 5.50 ଥିବାବେଳେ 6.3 ମିଟରରେ ଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 16, 2020, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.