ETV Bharat / state

ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ବାଲେଶ୍ବରର ନବନିଯୁକ୍ତ ଏସପି - ବାଲେଶ୍ବର ନିଯୁକ୍ତ ହେଲେ ନୂଆ ଏସପି

ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଛନ୍ତି ଏସପି ସୁଧାଂଶୁ ଶେଖର ମିଶ୍ର। ଆଗକୁ ଅନେକ ଚ୍ୟାଲେଞ୍ଜ ଥିବା ବେଳେ ନୂଆ ଏସପି ସେସବୁ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ନୂତନ ଏସପି

author img

By

Published : Jun 5, 2020, 1:28 PM IST

Updated : Jun 5, 2020, 2:51 PM IST

ବାଲେଶ୍ବର: ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଛନ୍ତି ଏସପି ସୁଧାଂଶୁ ଶେଖର ମିଶ୍ର। ଆଗକୁ ଅନେକ ଚ୍ୟାଲେଞ୍ଜ ଥିବା ବେଳେ ନୂଆ ଏସପି ସେସବୁ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ବାଲେଶ୍ବରର ନବନିଯୁକ୍ତ ଏସପି

ବାଲେଶ୍ଵରରେ ବ୍ରାଉନସୁଗାର କାରବାର ସାଙ୍ଗକୁ ବଢୁଥିବା ଅପରାଧ ରୋକିବାରେ ନୂତନ ଏସପି ଧ୍ୟାନ ଦେବେ ବୋଲି କହିଛନ୍ତି। ଜିଲ୍ଲାର ବିଭିନ୍ନ ଥାନା ରେ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବାପାଇଁ ଥାନା ଅଧିକାରୀମାନଙ୍କୁ କୁହାଯିବ। ଏ ସମସ୍ତ ଦିଗ ଉପରେ ଆମେ ଆଲୋଚନା କରିଥିଲୁ ନୂତନ ଏସପିଙ୍କ ସହ। ଦେଖନ୍ତୁ ଏହି ରିପୋର୍ଟ...

ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ନୂତନ ଏସପି
ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ନୂତନ ଏସପି

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 5, 2020, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.