ETV Bharat / state

ପିଆଜ ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

author img

By

Published : Oct 24, 2020, 9:11 PM IST

କୋରୋନା ମହାମାରୀ ସମୟରେ ପିଆଜ ଓ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପଡ଼ିଛି । ଏହାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

The minister reacted,on-onion-price-hike
ପିଆଜ ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ବାଲେଶ୍ବର: କୋରୋନା ମହାମାରୀ ସମୟରେ ଯେଉଁଠି ଲୋକମାନେ ରୋଜଗାର ହରାଇଛନ୍ତି, ସେହି ସମୟରେ ପିଆଜ ଓ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପଡ଼ିଛି ।

ଏହାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଳୁ ଓ ପିଆଜକୁ ଅତ୍ୟାବଶକୀୟ ସାମଗ୍ରୀରୁ ବାଦ ଦେବାବେଳେ ରାଜ୍ୟ ସରକାର ଏହାକୁ ବିରୋଧ କରିବା ସହ ପୁନଃବିଚାର କରିବା ପାଇଁ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଥିଲେ । ଏବେ ଏମିତି ଦରବୃଦ୍ଧି ଲୋକମାନଙ୍କ ପାଇଁ ଏକ ସମସ୍ୟା ହୋଇ ଛିଡା ହୋଇଛି । ତେବେ ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ବଜାର ଉପରେ ନଜର ରଖିବାକୁ କୁହାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.