ETV Bharat / state

ଚାକିରି ବିକ୍ରି ଅଭିଯୋଗ, ଛାତ୍ର କଂଗ୍ରେସର ବିକ୍ଷୋଭ - balasore job corruption

ରାଜ୍ୟ ସରକାରଙ୍କ ପ୍ରଶାସନ ଅଧିକାରୀମାନଙ୍କ ଦ୍ୱାରା ଚାକିରୀ ବିକ୍ରି କରାଯାଉଥିବା ଅଭିଯୋଗରେ ବାଲେଶ୍ଵର ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଶାସନିକ ଅଧିକାରୀମାନ ଚାକିରି ବିକ୍ରି ଅଭିଯୋଗ: ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Aug 4, 2021, 5:12 PM IST

ବାଲେଶ୍ବର: ରାଜ୍ୟ ସରକାରଙ୍କ ପ୍ରଶାସନ ଅଧିକାରୀମାନଙ୍କ ଦ୍ୱାରା ଚାକିରୀ ବିକ୍ରି କରାଯାଉଥିବା ଅଭିଯୋଗରେ ବାଲେଶ୍ଵର ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶାସନିକ ଅଧିକାରୀମାନ ଚାକିରି ବିକ୍ରି ଅଭିଯୋଗ: ଛାତ୍ର କଂଗ୍ରେସର ବିକ୍ଷୋଭ

ମୁଖ୍ୟମନ୍ତ୍ରୀଙ୍କ 21 ବର୍ଷ ସ୍ଵଚ୍ଛ ଶାସନ ବୋଲି ଡିଣ୍ଡିମ ପିଟାଯାଉଥିବା ବେଳେ ଜଣେ କିରାଣୀଙ୍କ ନିକଟରୁ ଭିଜିଲାନ୍ସ ଚଢ଼ାଉ କରି କୋଟିକୋଟି ଟଙ୍କା ଜବତ କରିଛି। ଯଦି ଜଣେ କିରାଣୀଙ୍କ ନିକଟରୁ ଏତେ ମାତ୍ରାରେ ଲାଞ୍ଚ ଟଙ୍କା ଜବତ କରାଯାଉଛି ତେବେ ଉପରିସ୍ଥ ଅଧିକାରୀ ମାନେ ଦୁର୍ନୀତିରେ ଲିପ୍ତ ଥିବା ବାରି ହେଉଛି ବୋଲି ଛାତ୍ର କଂଗ୍ରେସ କହିଛି। ଏହି ଘଟଣାକୁ ନେଇ ଛାତ୍ର କଂଗ୍ରେସ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହାସହ ପୋଲିସ ବ୍ୟାରିକେଡ ଭାଙ୍ଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଉଦ୍ୟମ କରି ଛାତ୍ର ନେତାମାନେ ଗିରଫ ହୋଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.