ETV Bharat / state

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା - ବାଲେଶ୍ବର ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ମୋବାଇଲ ପାଇଁ ଜିଦ କରି ବାପାଙ୍କ ଠାରୁ ନିରାଶ ହେବା ପରେ ଜଣେ 15 ବର୍ଷର ଛାତ୍ର ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
author img

By

Published : Jun 19, 2021, 9:00 PM IST

ବାଲେଶ୍ବର: ମୋବାଇଲ ପାଇଁ ଜିଦ କରି ବାପାଙ୍କ ଠାରୁ ନିରାଶ ହେବା ପରେ ଜଣେ 15 ବର୍ଷର ଛାତ୍ର ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ କୁରୁଡ଼ା ପଞ୍ଚାୟତରେ ।

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ସୁଶାନ୍ତ କୁମାର ହୋତାଙ୍କ ପୁଅ ଦିବ୍ୟରଞ୍ଜନ ନୂଆ ମୋବାଇଲ ମାଗିବାରୁ ତାଙ୍କ ବାପା ଏଥିରେ ରାଜି ହୋଇନଥିଲେ । ଏଥିରେ ନିରାଶ ହୋଇ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବହୁ ସମୟ ଧରି ପୁଅକୁ ନପାଇ ପରିବାର ଲୋକେ ଖୋଜାଖୋଜି କରିବା ପରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେଠାରୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.